30.1 C
Bhubaneswar
Sunday, May 11, 2025
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : କୌଣସି ଅଧା ରହିଥିବା କାମ ସମ୍ପୂର୍ଣ୍ଣ ହେବ। ନିଜର ଆବଶ୍ୟକ ପୂରଣ ପାଇଁ ବ୍ୟାଙ୍କ କିମ୍ବା କୌଣସି ସଂସ୍ଥାରୁ ଧନପ୍ରାପ୍ତି ହେବ। ନୂତନ ବନ୍ଧୁ ଯୋଗ ଅଛି। ତାଙ୍କ ଦ୍ୱାରା ଆପଣ ଲାଭବାନ୍ ହେବେ। ବନ୍ଧୁମାନଙ୍କ ସହଯୋଗ ମିଳିବ।

ବୃଷ : ଆପଣଙ୍କ ଆତ୍ମ ବିଶ୍ୱାସ ବୃଦ୍ଧି ଯୋଗୁ ନୂତନ ଯୋଜନା ଆରମ୍ଭ କରିବେ। ଧାର୍ମିକ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟରେ ଲାଭବାନ୍ ହେବେ। ଆପଣଙ୍କ ସମୟ ଅତିବାହିତ କରିବ। ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ।

ମିଥୁନ : ବ୍ୟବସାୟରେ ଲାଭବାନ୍ ହେବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅଯଥା ସନ୍ଦେହ କରିବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇପାରନ୍ତି।

କର୍କଟ : ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ଭବିଷ୍ୟତ ପାଇଁ ଚିନ୍ତା କରିବେ। ଆୟ ବ୍ୟୟ ସମାନ ରହିବ। ଦୂରଯାତ୍ରା କରି ଲାଭବାନ୍ ହୋଇପାରନ୍ତି। ଅର୍ଥ ଅପଯଶ ହେବ। ପିଲାମାନେ ସଫଳତା ଲାଭ କରିବେ।

ସିଂହ : ଆଳସ୍ୟ ଯୋଗୁ ବ୍ୟବସାୟରେ ଅଧିକ କ୍ଷତିର ସମ୍ଭାବନା। କୌଣସି ମହତ୍ୱପୂର୍ଣ୍ଣ ଘଟଣା ଘଟିବାର ସମ୍ଭାବନା ଅଛି। ମାନସିକ ଅଶାନ୍ତି ବୃଦ୍ଧି ପାଇବ। ମହିଳାମାନେ ଚିନ୍ତାରେ ସମୟ ଅତିବାହିତ କରିବେ। ଛାତ୍ରଛତ୍ରୀମାନେ ସଫଳତା ପାଇବେ।

କନ୍ୟା : ଚାକିରୀ କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଭାର ବଢ଼ିପାରେ। ସାମଜିକ କ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ମାନସିକ ଅଶାନ୍ତି ବୃଦ୍ଧି ପାଇବ। ମହିଳାମାନେ ମାନସିକ ଚିନ୍ତାରେ ସମୟ ଅତିବାହିତ କରିବେ। ଧନଲାଭର ସମ୍ଭାବନା ଅଛି।

ତୁଳା : ଆଜି ବନ୍ଧୁମାନଙ୍କର ସହଯୋଗ ପାଇବେ। ପାରିବାରିକ ଶାନ୍ତି ମିଳିବ। ଶତ୍ରୁମାନେ ପରାଜିତ ହେବେ। ଶାରିରୀକ ସୁସ୍ଥତା ଅନୁଭବ କରିବେ। ଶତ୍ରୁମାନେ ପରାଜିତ ହେବେ।

ବିଛା : ବ୍ୟବସାୟରେ ଲାଭର ଆଶା କମ୍‌। କର୍ମକ୍ଷେତ୍ରରେ କୌଣସି ଅସୁବିଧା ହୋଇପାରେ। ମାନସିକ ଚିନ୍ତା ବୃଦ୍ଧି ପାଇବ। ବିଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ। ସଫଳତା ଲାଭ କରିବେ। ମହିଳାମାନେ ନିଜ କାମରେ ବ୍ୟସ୍ତ ରହିବେ।

ଧନୁ : କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ସାମାଜିକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ୍ ହଇରାଣ ହୋଇପାରନ୍ତି। ଶତ୍ରୁ ଓ ପଡ଼ୋଶୀମାନେ ହଇରାଣ କରିପାରନ୍ତି। ମାଲିମୋକଦ୍ଦମାରେ ଅର୍ଥବ୍ୟୟ କରିପାରନ୍ତି। ମହିଳାମାନେ ଧର୍ମପରାୟଣ ହେବେ।

ମକର : ଆଜି ଉଚ୍ଚପଦସ୍ଥ ଲୋକଙ୍କ ସହିତ ସମ୍ବଦ୍ଧ ଯୋଗ ଅଛି। ବହୁ ପୂରାତନ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। କୌଣସି ଆକସ୍ମିକ ଘଟଣା ଘଟିପାରେ। ଅନ୍ୟକୁ ସାହାଯ୍ୟ କରିପାରନ୍ତି। ସୁଖି ଅନୁଭବ କରିପାରନ୍ତି।

କୁମ୍ଭ : ନିଷ୍ଟା ତଥା ଧୈର୍ଯ୍ୟ ଦ୍ୱାରା ସମସ୍ତ କାର୍ଯ୍ୟରେ ଭାଗ୍ୟବାନ ହୋଇପାରନ୍ତି। ଆର୍ଥିକ ପରିସ୍ଥିତି ପ୍ରତି ଯତ୍ନବାନ ହେବା ଆବଶ୍ୟକ। କର୍ମକ୍ଷେତ୍ର ତଥା ବ୍ୟବସାୟରେ ଲାଭବାନ ହେବା ଜଣାଯାଏ। ମହିଳାମାନେ ବନ୍ଧୁ ସହଯୋଗ ପାଇବେ।

ମୀନ : କର୍ମକ୍ଷେତ୍ରରେ ଅଶାନ୍ତି ପାଇବେ। ପଦନ୍ନୋତି ପାଇବାର ସୁଯୋଗ ଆସିବ। ଆର୍ଥିକ ପରିସ୍ଥିତିରେ ଉନ୍ନତି ଦେଖାଯିବ। ବ୍ୟବସାୟରେ ବନ୍ଧୁ ସହଯୋଗ ମିଳିବ। ମହିଳାମାନେ ଉପକୃତ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking