ମେଷ : ଆପଣଙ୍କ ଭାଗ୍ୟର ତାରକା ଉଜ୍ଜଳ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଆଜି ଆପଣଙ୍କ ଆଶା ପୂରଣ ହେବ। ବୁଦ୍ଧିଜୀବିଙ୍କ ସହିତ ସମ୍ପର୍କ ମଜବୁତ ରହିବ। ମହିଳାମାନେ ଗୃହ କାର୍ଯ୍ୟରେ ସଫଳତା ପାଇବେ।
ବୃଷ : ଆପଣ କ’ଣ ପାଇଛନ୍ତି। କ’ଣ ହରାଇଛନ୍ତି। ଆଜି ସେହି ଚିନ୍ତାରେ ଅଧିକ ସମୟ କଟିବ। ନିଜର ଦ୍ରବ୍ୟଲାଭ ପ୍ରତି ଧ୍ୟାନ ଦିଅନ୍ତୁ। ନଚେତ ଗୋଟିଏ କଥାରେ ସମସ୍ୟା ଉପୁଜିବ। ରାଜିନୀତିରେ ଆଧିପତ୍ୟ ବଢ଼ିବ। ମହିଳାମାନେ ଦୂର ଯାତ୍ରା କରିପାରନ୍ତି।
ମିଥୁନ : ଆଜି ଭାଗ୍ୟର ସହଯୋଗ ପାଇବେ। ଦୀର୍ଘଦିନର ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ବନ୍ଧୁଙ୍କ ସହିତ ଯାତ୍ରାରେ ଯିବା ପାଇଁ ଯୋଜନା କରିବେ। ପାରିବାରିକ ଜୀବନରେ ସୁଖ ରହିବ। ଛାତ୍ରଛାତ୍ରୀମାନେ ଭଲ ପଢ଼ାପଢ଼ି କରିପାରନ୍ତି।
କର୍କଟ : ଆଜି ସତସଙ୍ଗରେ ସମୟ ବିତିବ। ପତ୍ନୀଙ୍କ ଠାରୁ ଭଲ ଖବର ପାଇବେ। ଲାଗି ରହିଥିବା ବିବାଦ ଆପଣଙ୍କ ପକ୍ଷରେ ଯିବ। ବ୍ୟବସାୟ ପାଇଁ ଯୋଜନା କରିପାରନ୍ତି।
ସିଂହ : ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତ ମିଳିବ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ। ସାଧୁସନ୍ଥଙ୍କ ସହିତ ସମ୍ପର୍କ ବଢ଼ିବ। ଚାକିରୀରେ ସନ୍ତୁଷ୍ଟ ରହିବେ। କର୍ତୃପକ୍ଷ ଆପଣଙ୍କୁ ନୂଆ କାର୍ଯ୍ୟ ପାଇଁ କହିବେ। ମହିଳାମାନେ ରାଜନୈତିକ ରାଗ ନେଇପାରନ୍ତି।
କନ୍ୟା : ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ। ପଡ଼ୋଶୀଙ୍କ ଠାରୁ ଭଲ ଖବର ଶୁଣିବେ। କୌଣସି ବିବାଦରେ ପସନ୍ତୁ ନାହିଁ। ନେତା ଆପଣଙ୍କୁ ନୂଆ କାର୍ଯ୍ୟ ଅର୍ପଣ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବହୁତ ଆରାମରେ ରହିବେ।
ତୁଳା : ସାରାଦିନ ସ୍ମୃତିଶୀଳ ରହିବେ। ରାଜନୀତିରେ ସୀମା ବଢ଼ାଇବେ। ଲୋକମାନଙ୍କ ସହିତ ଘନିଷ୍ଠତା ବଢ଼ିବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ସହକର୍ମୀଙ୍କ ସମ୍ବନ୍ଧରେ ମହତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି। ବିଦ୍ୟାର୍ଥୀମାନେ ପରୀକ୍ଷାରେ ଭଲ କରିବେ।
ବିଛା : ଆପଣ ଜଉ କାମ ଠିକ ଭାବେ କରିବେ ସେ କାମ ହେବ। ଆର୍ଥିକ ସ୍ଥିତି ସୁଧାର ହେବ। ଶତ୍ରୁକୁ ପରାସ୍ତ କରିବେ। ପରିବାର ଠାରୁ ପ୍ରଶଂସା ପାଇବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କାଟିବେ।
ଧନୁ : ବ୍ୟବସାୟଙ୍କ ପାଇଁ ଦିନଟି ବହୁତ ଭଲ। ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବାରୁ ମନରେ ପ୍ରସନ୍ନତା ରହିବ। କ୍ୟାରିୟର ସମ୍ବନ୍ଧରେ ମହତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି।
ମକର : କୃତିତ୍ୱ ବଜାୟ ରଖିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିବ। ଆବଶ୍ୟକ ଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ନୂଆ ଜମି କରିବା ପାଇଁ ବିଚାର କରିବେ।
କୁମ୍ଭ : ଆପଣଙ୍କ ଉର୍ଜ୍ଜାର ସ୍ତର ବୃଦ୍ଧି ହେବ। ପୂର୍ବରୁ ଯେଉଁ କାର୍ଯ୍ୟ କରିଥିଲେ ଲାଭ ହେବ। ପଡ଼ୋଶୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଚାକିରୀରେ ସୁଯୋଗ ରହିଛି। ପୂର୍ବ ବାକିଆ ଆଜି ମିଳିଯିବ।
ମୀନ : ଚାକିରୀରେ ନିଜର ଦାୟିତ୍ୱକୁ ସୁରୁଖୁରରେ ତୁଲାଇବେ। ସହକର୍ମୀଙ୍କ ବ୍ୟବଧାନରେ ଖୁସି ରହିବେ। ଧନପ୍ରାପ୍ତିର ଯୋଗ ରହିଛି। ମହିଳାମାନେ ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ।