20.1 C
Bhubaneswar
Thursday, January 16, 2025
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଗୃହ କର୍ମରେ ସୁଖ ମିଳିବ। ମନ ଅସ୍ଥିର ରହିବ। ପରିସ୍ଥିତିର ବିଭ୍ରାଟ ସୃଷ୍ଟି ହେବ। ଗୁପ୍ତଧନର ସନ୍ଧାନ ପାଇବେ। ମାଙ୍ଗଳିକ ଉତ୍ସବରେ ଯୋଗ ଦେବେ। ସହାୟତା ଅନୁଭବ କରିବେ। ଧାର୍ମିକ କାର୍ଯ୍ୟରେ ମନ ଦେବେ।

ବୃଷ : ଆଜି ପଥ ଭ୍ରଷ୍ଟ ହୋଇପାରନ୍ତି। ଅଯଥାରେ କଳହ ସୃଷ୍ଟି ହେବ। ଦ୍ରବ୍ୟ ଲାଭ କରିପାରନ୍ତି। ପାରିବାରିକ ଯଞ୍ଜାଳ ବଢ଼ିବ। ଆୟ କ୍ରମେ ବୃଦ୍ଧି ହେବ। ପର ପାଇଁ କାର୍ଯ୍ୟ କରି ଅସୁବିଧାରେ ପଡ଼ିପାରନ୍ତି। ମହିଳାମାନେ ବିବାଦର ସମାଧାନ କରିବେ।

ମିଥୁନ : ଆଜି ଆକସ୍ମିକ ଧନପ୍ରାପ୍ତି ହୋଇପାରେ। ବିପଦ ଦୂରେଇଯିବେ। ଭୂଲ ସିଦ୍ଧାନ୍ତ ନେଇ ଖର୍ଚ୍ଚାନ୍ତ ହେବେ। ଅପବାଦରେ ପଡ଼ିପାରନ୍ତି। ଉପକାର କରି କ୍ଷତିଗ୍ରସ୍ତ ହେବେ। ଗୃହ ବିଭଦେ ଉପୁଜିବ। ପରିସ୍ଥିତି ପ୍ରତି ସଜାଗ ରହିବେ।

କର୍କଟ : ଦାୟିତ୍ୱରେ ପରିବର୍ତନ ଘଟିବ। ଦୁର୍ଘଟଣାରୁ ଉଧୁରୀଯିବେ। ଦକ୍ଷତାର ଉପଯୋଗ କରିବେ। ଦ୍ରବ୍ୟଲାଭ କରିପାରନ୍ତି। ବହୁଦିନର ଚିନ୍ତାରୁ ଆଜି ମୁକ୍ତି ମିଳିବ। ମନ ବ୍ୟାକୁଳ ରହିବ। ବନ୍ଧୁ ସହାୟତା ପାଇପାରନ୍ତି।

ସିଂହ : ଶାରୀରିକ କଷ୍ଟ ପାଇପାରନ୍ତି। କାର୍ଯ୍ୟରେ ଅସଙ୍ଗତ ଦେଖାଦେବ। ପଡ଼ୋଶୀଙ୍କ ସହଯୋଗ ପାଇବେ। ଗୃହଉପକରଣ ସଂଗ୍ରହ କରିବେ। ଆତ୍ମବିଶ୍ୱାସ ହରାଇପାରନ୍ତି। ଅମାପ୍ତ ଅନୁଭବ କରିବେ।

କନ୍ୟା : ଆଜି ସକାଳୁ ସକାଳୁ ବନ୍ଧୁଙ୍କ ସମ୍ପର୍କରେ ବାଧା ସୃଷ୍ଟି ହେବ। ପ୍ରିୟ ବ୍ୟକ୍ତିଙ୍କ ମତାନ୍ତର ଘଟିପାରେ। ଯାତ୍ରାରୁ ସଫଳତା ମିଳିବ। ଅନୁଗତଙ୍କ ଦ୍ୱାରା ଲାଭବାନ୍ ହେବେ। ନୂତନ ଦାୟିତ୍ୱ ପାଇପାରନ୍ତି। ଗୃହରେ ମହିଳାମାନଙ୍କ ପାଇଁ ଅଶାନ୍ତି ବଢ଼ିବ।

ତୁଳା : ଇର୍ଷାର ପାତ୍ର ହୋଇପାରନ୍ତି। ଲାଭରେ ପଡ଼ି କ୍ଷତି ସହିବେ। ଯୋଜନା ବଳଦି ଯାଇପାରେ। ମନ ଅସ୍ଥିର ରହିବ। କ୍ଷତିରେ ପଡ଼ିପାରନ୍ତି। ସତର୍କ ରହି ମଧ୍ୟ କ୍ଷତିରେ ପଡ଼ିବେ। ସୁଯୋଗର ଦୂରପଯୋଗ କରିବେ।

ବିଛା : ଆଜି ପରିସ୍ଥିତି ଆୟତ ବାହାରେ ରହିବ। ତର ତର ହୋଇ କ୍ଷତିରେ ପଡ଼ିବେ। ଅପକର୍ମର ଫଳ ଭୋଗିବେ। ଅନୁଗତଙ୍କ ଦ୍ୱାରା ଲାଭବାନ୍ ହେବେ। କାର୍ଯ୍ୟରେ ଅଗ୍ରଗତି ଘଟିବ। ଯାତ୍ରାଦିରୁ ଶାନ୍ତି ପାଇବେ।

ଧନୁ : ଆଜି ଦୁର୍ଘଟଣାର ସମ୍ଭାବନା ରହିଛି। ଅଯଥା ଅପବାଦରେ ପଡ଼ିପାରନ୍ତି। ଗୃହକାର୍ଯ୍ୟରେ ଆନନ୍ଦ ମିଳିପାରେ। ଧନଲାଭ ଯୋଗ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଉନ୍ନତିର ଆଭାସ ପାଇବେ।

ମକର : କାର୍ଯ୍ୟରେ ବ୍ୟାଘତ ସୃଷ୍ଟି ହେବ। ଶାରୀରିକ ପୀଡ଼ା ଭୋଗିପାରନ୍ତି। ଧନହାନି ଘଟିପାରେ। ଚିନ୍ତାଭାର ବଢ଼ିଯିବ। ଶତ୍ରୁପାଇଁ ଚିନ୍ତିତ ରହିବେ। ଆଭାବ ଅନୁଭବ କରିବେ। ଦେବ ପୂଜା କରିପାରନ୍ତି। ଶତ୍ରୁଭୟ ଳବଢ଼ିବ।

କୁମ୍ଭ : ପରିବାର ବିଶୃଙ୍ଖଳା ବ୍ୟାପକ ହେବ। ଆଜି ଆୟ କ୍ରମେ ବଢ଼ିବ। ଉଦ୍ୟମରେ ପ୍ରଗତି ଘଟିବ। ଆର୍ଥିକ ସାହାଯ୍ୟ ମିଳିବ। ବନ୍ଧୁ ମେଳରେ ଆନନ୍ଦ ପାଇବେ। ପରୋଉପକାରରେ ଲାଗି ପଡ଼ିବେ। ଗୃହରେ ଆନନ୍ଦ ମିଳିବ।

ମୀନ : ଆଜି ଦିନଟି ମନ ଭଲ ରହିବ। ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ବୃଥା ଭ୍ରମଣ କରିପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। ମହିଳାମାନେ ଉଚ୍ଚକାମ ପାଇଁ ପ୍ରଶଂସିତ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking