ମେଷ : ପାରିବାରିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ପ୍ରମୋଶନ ହୋଇପାରେ। ବ୍ୟବସାୟରେ ଲାଭାବନ୍ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁ ମିଳନର ଯୋଗ ଅଛି। ମହିଳାମାନେ ଧର୍ମକାର୍ଯ୍ୟରେ ସମୟ କାଟିବେ। ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ।
ବୃଷ : ପରିବାରରେ ସମ୍ପତିକୁ ନେଇ ଭାତୃ ବିବାଦ ଲାଗିପାରେ। କର୍ମକ୍ଷେତ୍ରରେ ସହକର୍ମୀମାନେ ଅସୁବିଧାରେ ପକାଇପାରନ୍ତି। ବ୍ୟବସାୟରେ ନିଜ ଲୋକମାନେ ହଇରାଣରେ ପକାଇବେ। ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ କରିପାରନ୍ତି।
ମିଥୁନ : ଆପଣ ଗବେଷଣା ଉଦ୍ଦେଶ୍ୟରେ ଲିପ୍ତ ରହିବେ। ଶରୀର ଅସୁସ୍ଥ ରହିବ। କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ ଯୋଗ ଅଛି। ପରିବାରରେ ଶାନ୍ତି ଦେଖାଦେବ। ବ୍ୟବସାୟରେ ଯଥେଷ୍ଟ ଲାଭ ହୋଇପାରେ। ମହିଳା ଓ ଛାତ୍ରଛାତ୍ରୀମାନେ ଦୁଃଖ ପାଇବେ।
କର୍କଟ : କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ପରିବାରେ କଳହ ସୃଷ୍ଟି ହେବ। ସ୍ୱାସ୍ଥ୍ୟ ଭଲ ରହିନପାରେ। ବ୍ୟବସାୟରେ ସତର୍କତା ସହ ଚଳନ୍ତୁ। କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି। ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହେବେ।
ସିଂହ : ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟଭଲ ରହି ନପାରେ। ପାରିବାରିକ ଅସୁବିଧା ସୃଷ୍ଟି ହେବ। ମହିଳା ଓ ଛାତ୍ରଛାତ୍ରୀମାନେ ବିଫଳ ହେବ।
କନ୍ୟା : କର୍ମକ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟରେ ଲାଭବାନ୍ ହେବେ। ପରିବାରରେ ଶାନ୍ତି ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁମାନ ସାହାଯ୍ୟ କରିପାରନ୍ତି। ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ। ମହିଳାମାନେ ଅତ୍ୟନ୍ତ ଖୁସି ହେବେ।
ତୁଳା : କର୍ମକ୍ଷେତ୍ରରେ ଅଯଥା ଶତ୍ରୁତା ସୃଷ୍ଟି ହେବ। ବ୍ୟବସାୟରେ ଅପମାନିତ ହୋଇପାରନ୍ତି। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପାରିବାରିକ କଳହ ଲାଗିପାରେ। ଖର୍ଚ୍ଚାନ୍ତରେ ପଡ଼ି ବ୍ୟସ୍ତ ହୋଇପାରନ୍ତି। ମହିଳା ଓ ଛାତ୍ରୀମାନେ ଖୁସିରେ ସମୟ କାଟିବେ।
ବିଛା : ମାନସିକ ଚିନ୍ତା ଦୂର ହେବ। ଭୂଲ ସିଦ୍ଧାନ୍ତ ନେଇ ଖର୍ଚ୍ଚନ୍ତାରେ ପଡ଼ିବେ। ସତପ୍ରେରଣା ପାଇପାରନ୍ତି। ଆଗ୍ରହ ହରାଇବେ। ଉତ୍ସବାଦିରେ ଯୋଗ ଦେବେ। ଆଳସ୍ୟ ଅନୁଭବ କରିବେ।
ଧନୁ : ବ୍ୟବସାୟରେ ଆୟ ଓ ବ୍ୟୟ ବଢ଼ିବ। ଆଶା ସଫଳ ହେବ। ଅଭିଜ୍ଞତା କାମରେ ଲଗାଇବେ। ଅଚାନକ ବିବାଦରେ ପଡ଼ିପାରନ୍ତି। ବନ୍ଧୁ ପ୍ରତି ସନ୍ଦେହ ସୃଷ୍ଟି ହେବ। କାର୍ଯ୍ୟରେ ଉନ୍ନତି ଘଟିପାରେ।
ମକର : ଆଜି ଯେକୌଣସି କାମରେ ଆବେଦନ କରି ମଧ୍ୟ ସହାୟତା ମିଳିବ ନାହିଁ। କାର୍ଯ୍ୟରେ ଉନ୍ନତି ଘଟିପାରେ। ଦିନସାରା ଅଶାନ୍ତିରେ ରହିପାରନ୍ତି। ସତର୍କ ଅବଲମ୍ବନ କରିବେ।
କୁମ୍ଭ : ତର ତର ହୋଇ କ୍ଷତିରେ ପଡ଼ିବେ। ଅଟକିଥିବା କାର୍ଯ୍ୟରେ ଆଗେଇବେ। ଆର୍ଥିକ ସମସ୍ୟା ଦେଖାଦେବ। ନିଜ କାର୍ଯ୍ୟରେ ସମୀକ୍ଷା କରିବେ। ଆତ୍ମବିଶ୍ୱାସ ହରାଇପାରନ୍ତି।
ମୀନ : ବିଶୃଙ୍ଖଳା ଭିତରେ କାର୍ଯ୍ୟ ହେବ ନାହିଁ। ଚାପରେ ପଡ଼ି କାର୍ଯ୍ୟ କରିବେ। ଦକ୍ଷତାର ଉପଯୋଗ କରିବେ। ଆକସ୍ମିକ କଳହରେ ପଡ଼ିବେ। ଚିନ୍ତାରୁ ମୁକ୍ତି ପାଇବେ। ମହିଳା ଓ ଛାତ୍ରଛାତ୍ରୀମାନେ ଚିନ୍ତାରୁ ମୁକ୍ତି ପାଇବେ।