ମେଷ : ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ। ବ୍ୟବସାୟରେ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରିବେ।
ବୃଷ : ସ୍ୱାସ୍ଥ୍ୟରେ ଅବନତି ଘଟିପାରେ। ପରିବାରରେ ଭାତୃ ବିବାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି। ପୂଜାରେ ଅଧିକ ସମୟ ଦେବେ।
ମିଥୁନ : ବ୍ୟବସାୟରେ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି। କର୍ମକ୍ଷେତ୍ରରେ ଜଗି ରଖି ଚଳନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ବନ୍ଧୁ ମିଳନ ହୋଇପାରେ।
କର୍କଟ : କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ। ବ୍ୟବସାୟରେ ଅଳ୍ପ ଲାଭ ହେବ। ପରିବାରରେ ଶାନ୍ତି ମିଳିବ। ସ୍ୱାସ୍ଥ୍ୟରେ ସାମାନ୍ୟ ଭଲ ହୋଇପାରେ।
ସିଂହ : ଆଜି କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୁମାନେ ବିରୁଦ୍ଧାଚରଣ କରିବେ। ପାରିବାରିକ ଶାନ୍ତି ମିଳିବ। ବ୍ୟବସାୟରେ ସଫଳ ହେବେ।
କନ୍ୟା : ଆଜି ନୂଆ ନୂଆ କାର୍ଯ୍ୟ ପ୍ରତି ମନ ଦେବେ। ଚାକିରୀ କ୍ଷେତ୍ରରେ ପ୍ରଶଂସିତ ହେବେ। ବ୍ୟବସାୟରେ ଅଳ୍ପଲାଭ ହେବ। ପରିବାରରେ ସୁଖ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।
ତୁଳା : କର୍ମକ୍ଷେତ୍ରରେ ମନ ଦେବେ। ବ୍ୟବସାୟରେ ନିଜ ଲୋକମାନଙ୍କ ଦ୍ୱାରା କ୍ଷତି ସହିବେ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ମହିଳାମାନେ କାର୍ଯ୍ୟରେ ବ୍ୟସ୍ତ ରହିବେ।
ବିଛା : ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ପୈତୃକ ସମ୍ପତି ପାଇଁ ଭାତୃ ବିବାଦ ଲାଗିପାରେ। କର୍ମକ୍ଷେତ୍ରରେ ସ୍ଥାନାନ୍ତର ହୋଇପାରନ୍ତି। ବ୍ୟବସାୟରେ ଲାଭାବନ୍ ହେବେ।
ଧନୁ : ଶତ୍ରୁମାନେ ମାଲିମୋକଦ୍ଦମା କରିପାରନ୍ତି। ବିପଦର ଆଶଙ୍କା ଅଛି। କର୍ମକ୍ଷେତ୍ରରେ ଜଗିରଖି ଚଳନ୍ତୁ। ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି। ପରିବାରେ ସୁସ୍ଥ ଲାଗି ଚନ୍ତିତ ରହିବେ।
ମକର : କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି। ପାରିବାରିକ କଳହ ଲାଗିପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ। ମହିଳା ଓ ଛାତ୍ରଛାତ୍ରୀମାନେ ପ୍ରତିକ୍ଷେତ୍ରରେ ଅସହଯୋଗ ହେବେ।
କୁମ୍ଭ : କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ। ବ୍ୟବସାୟରେ କ୍ଷତିର ସମ୍ଭାବନା କମ୍। ସ୍ୱାସ୍ଥ୍ୟରେ ଅବନତି ଘଟିପାରେ। ପାରିବାରିକ ସ୍ୱାସ୍ଥ୍ୟକୁ ନେଇ ଚନ୍ତିତ ରହିବେ। ମହିଳାମାନେ କର୍ମ ତତ୍ପର ରହିବେ। ବିଦ୍ୟାର୍ଥୀମାନେ ପ୍ରଶଂସିତ ହେବେ।
ମୀନ : ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ହେବ। କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି। ବ୍ୟବସାୟରେ ବନ୍ଧୁ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ସମାନ୍ୟ ଅଶାନ୍ତି ଦେଖାଦେଇପାରେ।