24.1 C
Bhubaneswar
Saturday, October 26, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଆମୋଦ ପ୍ରମୋଦରେ ସମୟ ବିତାଇ ପାରନ୍ତି। ନିଜ ସମ୍ମାନକୁ ନିଜେ ଜଗି ଚଳିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସହାୟତା ପାଇବେ।

ବୃଷ : ଆଜି ବ୍ୟବସାୟରେ ଲାଭଜନକ ହେବ। ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଆତ୍ମ ସଂଯମୀ ହୋଇପାରନ୍ତି। କର୍ମ କୁଶଳତା ଯୋଗୁଁ ଆଦରଣୀୟ ହୋଇପାରନ୍ତି। ଜଣେ ଉତମ ପରାମର୍ଶ ଦାତା ହେବେ।

ମିଥୁନ : ସାମୟିକ ଭାବେ ନିଜକୁ ଅସହାୟ ମନେ କରିପାରନ୍ତି। ସୁଖ ସନ୍ତୋଷ ଲାଭ କରିପାରନ୍ତି। ପ୍ରଚୁର ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହେବ। ପ୍ରତ୍ୟକ କାର୍ଯ୍ୟ ଶୀଘ୍ର କରିବାକୁ ଉଦ୍ୟମ ଜାରି ରଖିବେ। ମହିଳାମାନେ ଦୂରଯାଗାକୁ ଯିବେ।

କର୍କଟ : ଆଜି ଦେବ ଦର୍ଶନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। କର୍ତବ୍ୟନିଷ୍ଠ ହେବେ। ଉତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ଲାଭ ହେବ।

ସିଂହ : ପାରସ୍ପରିକ ବୁଝାମଣାରେ ବିବାଦର ସମାଧାନ ହେବ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଦିନସାରା ଆନନ୍ଦ ଉଲ୍ଲାସରେ ଲାଗି ରହିବେ। ଅର୍ଥ ପ୍ରାପ୍ତିର ସୂଚନା ଅଛି।

କନ୍ୟା : ଆୟ ପାଇଁ ନୂତନ ପନ୍ଥା ଯୋଗାଡ଼ କରିପାରନ୍ତି। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ସତକର୍ମରେ ବ୍ୟୟ କରିପାରନ୍ତି। ଧନାଗମର ସୂଚନା ମିଳୁଛି। ଶତ୍ରୁ ବିଜୟୀ ହେବେ।

ତୁଳା : ସୁଖୀ ହେବେ। ସମ୍ମାନୀତ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। ରୂଚିକର ଭୋଜନରେ ଆପ୍ୟାୟିତ ହେବେ। ବନ୍ଧୁ ସହାୟତାରୁ ଲାଭବାନ୍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବିଛା : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବ୍ୟୟ ବୃଦ୍ଧି ଘଟିପାରେ। ସୁବର୍ଣ୍ଣ ଯୁକ୍ତ ହେବାର ସୁଯୋଗ ଅଛି। ରାଜବଂଶ ପୂଜିତ ହେବେ।

ଧନୁ : ସହକର୍ମୀମାନଙ୍କ ସହାୟତା ଅନୁଭବ କରିପାରନ୍ତି। ସରକାରଙ୍କ ତରଫରୁ ସମ୍ମାନୀତ ମିଳିବ। ରାଜକୋଷ ଅର୍ଥ ପାଇବାର ସୂଚନା ମିଳୁଛି। କାର୍ଯ୍ୟ ସଫଳତା ମିଳିବ।

ମକର : ଆଜି ସରକାରୀ ସ୍ତରରେ ସମ୍ମାନୀତ ହେବେ। ବ୍ୟବସାୟରେ ଉନ୍ନତି ଘଟିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ବିଳାସ ବ୍ୟସନରେ ବୁଡ଼ି ରହିବେ। ସରକାରୀ ଅର୍ଥ ମିଳିପାରେ। ଗୃହ ପରିବଶେ ମୁକ୍ତ ରହିବେ।

କୁମ୍ଭ : ଆଜି ଅତିଥି ବନ୍ଧୁ ସତତ୍କାରରେ ମନଦେବେ। ସେବା ପରାୟଣ ହେବେ। ପୂଜ୍ୟ ପୂଜାକୁ ଗ୍ରହଣ କରିପାରନ୍ତି। ପରିଶ୍ରମର ଫଳ ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ।

ମୀନ : ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି। ସେବା ପୂଜାରେ ମନନିବେଶ କରିବେ। ଅଭାବରୁ ମୁକ୍ତି ମିଳିବ। ଶାରୀରିକ ପୀଡ଼ା ଅନୁଭବ କରିବେ। ଚନ୍ଦ୍ରଭୋଗ ହେତୁ ଉଚ୍ଚସ୍ଥାନ ଆରୋହଣ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking