24.1 C
Bhubaneswar
Wednesday, October 23, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ବ୍ୟବସାୟରେ ବହୁତ ଲାଭ ମିଳିବ। କର୍ମ ତତ୍ପରତା ପ୍ରକାଶ ପାଇବ। ବନ୍ଧୁମିଳନ ଯୋଗ ଅଛି। ସ୍ୱାସ୍ଥ୍ୟ ଠିକ୍ ରହିବ। ପରିବାରରେ ଶାନ୍ତି ବଜାୟ ରଖିବେ।

ବୃଷ : ଚାକିରୀ କ୍ଷେତ୍ରରେ ସମସ୍ୟା ଦେଖାଦେବ। ଭାଗ୍ୟଶାଳୀ ହୋଇପାରନ୍ତି। ବିଭିନ୍ନ ଭୋଗବିଳାସରେ ସମୟ ଅତିବାହିତ କରିବେ। ସୁଖ ସମୃଦ୍ଧି ବୃଦ୍ଧି ପାଇବ। ମହିଳାମାନେ ମାଲିମୋକଦ୍ଦମାରେ ଜୟଯୁକ୍ତ କରିବେ।

ମିଥୁନ : ଅଭାବ ଅନଟନ ଦୂରେଇ ଯିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଇର୍ଷା ପରାୟଣ ହୋଇପାରନ୍ତି। ସ୍ୱାଭିମାନି ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଚନ୍ଦ୍ରଙ୍କ ଯୋଗ ହେତୁ ସତର୍କତା ଅବଲମ୍ବନ କରନ୍ତୁ।

କର୍କଟ : ବହୁଦିନର ସାନ୍ନିଧ୍ୟ ମିଳିବ। ଶାନ୍ତି ଓ ଧୈର୍ଯ୍ୟବାନ୍ ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିୟୋଜିତ ହେବେ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ।

ସିଂହ : ଆଜି ମୂଲ୍ୟବାନ୍ ଦ୍ରବ୍ୟ ହସ୍ତଗତ ହେବେ। ଭୋଗ ବିଳାସରେ ଦିନଟି ଅତିବାହିତ କରିବେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ବଳଶାଳୀ ହେବେ। ଶତ୍ରୁହନ୍ତା ହେବାର ସୂଚନା ମିଳୁଛି।

କନ୍ୟା : ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ଚଂଚଳ ପ୍ରକୃତିର ହେବେ। ହଠାତ୍ ଧନ ମିଳିବାର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନ ଲାଭ ହୋଇପାରେ। ପରିବାରରେ ଶାନ୍ତି ବଜାୟ ରହିବ।

ତୁଳା : କର୍ମକ୍ଷେତ୍ରରେ ଅଶାନ୍ତି ଅନୁଭବ କରିପାରନ୍ତି। ଭଲ ସ୍ୱଭାବର ହେବେ। ଦିନ ଦାରିଦ୍ର‌୍ୟମାନଙ୍କୁ ଦାନ ଦେଇ ଆତ୍ମତୃପ୍ତି ଲାଭ କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କ୍ଷେତ୍ରରେ ତ୍ୱରାନ୍ୱିତ କରିପାରନ୍ତି । ବୁଦ୍ଧିମାନ୍ ହେବେ।

ବିଛା : ନୂତନ ନିଯୁକ୍ତି ଓ କର୍ମଲାଭ ବହନ କରି ତଟର ସୁପରିଚାଳନା କରିବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା ଓ କଫରେ ଆକ୍ରାନ୍ତ ହେବେ। ପ୍ରେମୀ ଓ ସାହାସୀ ହେବେ। ବିବାଦରେ ବିଜୟୀ ହେବେ।

ଧନୁ : ଆୟ ଆଶାନୁରୂପ ହେବ। ଆଶାବାଦୀ ହେବେ। ସୌଭାଗ୍ୟଶାଳୀ ହେବେ। ସ୍ୱଭାବ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ ଓ ଶାନ୍ତି ବଜାୟ ରଖିବେ। ଉଦାର ପ୍ରେମୀ ହେବେ।

ମକର : ନୂତନ ଆୟ ମାର୍ଗ ଉନ୍ମକ୍ତ ହେବ। ଚନ୍ଦ୍ରଙ୍କ ଭୋଗ ହେଉଥିବାରୁ ସୁସ୍ୱାଦ ଭୋଜନ କରିବେ। ବଳବାନ୍ ହେବେ। ସ୍ୱଦେଶଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହୋଇ ଧନ ଲାଭ ହେବ।

କୁମ୍ଭ : ଅଭାବ ପୂରଣ ହେବ। ନୈରାଶ ଭାବ ଦୂରେଇ ଯିବ। ଚଂଚଳ ସ୍ୱଭାବର ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ପୀଡ଼ା ଦେଖାଦେଇପାରେ। ଚଂଚଳ କଥାରେ କାର୍ଯ୍ୟ ହାସଲ କରିବେ।

ମୀନ : ପ୍ରିୟ ଲୋକଙ୍କ ସମାଗମ ହୋଇପାରେ। ସୁଖ ସମ୍ମାନ ଲାଭ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଯଶସ୍ୱୀ ହେବେ। ଲୋକପ୍ରିୟ ଅର୍ଜନ କରିବେ। ଚଂଚଳ ପ୍ରକୃତିର ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking