24.1 C
Bhubaneswar
Tuesday, October 22, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଉନ୍ନତି ପାଇଁ ଚିନ୍ତା କରିବେ। ଶିକ୍ଷା ଓ ଅଭିଶ୍ୱତା ବଢ଼ିବ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଆର୍ଥିକ ଲାଭ କରିପାରନ୍ତି। ଆୟ ଉତମ ହେବ। ଭାତୃ ବିବାଦ ଦେଖାଦେବ।

ବୃଷ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଆନନ୍ଦର ଉତ୍ସବ ବଢ଼ିବ। ଭୋଜନାଦିରୁ ତୃପ୍ତି ମିଳିବ। ନଷ୍ଟ ଦ୍ରବ୍ୟ ପ୍ରାପ୍ତି ଘଟିପାରେ। ଅର୍ଥଲାଭ ହେବ। ଦେହ ଭଲ ହେବ। ଯଶ ବୃଦ୍ଧି ହେବ। ସାହାଯ୍ୟ ମିଳିବ।

ମିଥୁନ : ଆଜି ବ୍ୟବସାୟରେ ପଛେଇବେ। ନିଷ୍ଠାର ସହ କାର୍ଯ୍ୟ କରିବେ। ପରିବାର ପାଇଁ ଚିନ୍ତା କରିବେ। ଆଶାବାଦୀ ହେବେ। ଅର୍ଥଭାବ ଅନୁଭବ କରିବେ। ବ୍ୟସ୍ତତା ବଢ଼ିବାକୁ ଲାଗିବ।

କର୍କଟ : ଯୋଜନାରେ ମନ ବଳିବ। ସୁଯୋଗ ହସ୍ତଗତ ହେବ। ଉଦ୍ୟମ ବୃଥା ହେବ। ଅଶାନ୍ତି ବ୍ୟାପକ ହେବ। ବ୍ୟୟରେ ପଡ଼ି ଚିନ୍ତିତ ହୋଇପାରନ୍ତି। ଆଶଙ୍କା ଦୂରେଇ ଯିବ। କାର୍ଯ୍ୟରେ ଆନନ୍ଦ ମିଳିବ।

ସିଂହ : ପରିବଶରେ ଉନ୍ନତି ଘଟିବ। ପରିହାସରୁ ଦ୍ୱନ୍ଦ ଉପୁଜିବ। ପ୍ରିୟ ବ୍ୟକ୍ତି ସହ ବିଚ୍ଛେଦ ଘଟିବ। କାର୍ଯ୍ୟରେ ପ୍ରମାଦ ଘଟିବ। ସତର୍କତା ଆବଶ୍ୟକ କରିବେ। ଅର୍ଥବିନିଯୋଗ କରିପାରନ୍ତି।

କନ୍ୟା : ହଠାତ ଆଜି ସାହାଯ୍ୟ ମିଳିପାରେ। ଅଭାବରୂ ଦୂରେଇ ଯିବ। ବ୍ୟୟରେ ପଡ଼ି ଚିନ୍ତିତ ହୋଇପାରନ୍ତି। ଦୁର୍ଘଟଣା ଘଟିପାରେ। ଅଭାବ ମେଂଟାଇ ପାରିବେ। ପରିସ୍ଥିତି ଅସହ୍ୟ ହେବ।

ତୁଳା : ଆଜି ଆର୍ଥିକ ଲାଭ ଘଟିପାରେ। ମନବଳକୁ ଦୃଢ଼ କରିବ। ଅନ୍ୟ ନିୟନ୍ତ୍ରଣରେ ରହିବେ। ବାଧ୍ୟ ହୋଇ ଅକାର୍ଯ୍ୟ କରିବେ। ଭୟ ବଢ଼ିବାକୁ ଲାଗିବ। କୌଣସି କାର୍ଯ୍ୟରେ ତୃଟି ଦେଖାଦେବ।

ବିଛା : ଧନ ହେତୁ ସୁଖ ମିଳିବ। ପିତାମାତାଙ୍କ ସ୍ୱାସ୍ଥ୍ୟ ନେଇ ବ୍ୟସ୍ତ ରହିବେ। ପରିବେଶ ଲାଭ ଜନକ ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଉଚ୍ଚ ମହଲରେ ପରିଚିତ ହେବେ।

ଧନୁ : ଆଜି ଭାଇମାନଙ୍କ ସହ ମନମାଳିନ୍ୟ ହେବ। ବିଳାସ ଦ୍ରବ୍ୟ ପାଇପାରନ୍ତି। ପରିବାରରୁ କଷ୍ଟ ମିଳିବ। କର୍ମ ଧାରାରେ ଉନ୍ନତି ହେବ। ଅନୁଭୂତି ଓ ଦକ୍ଷତା ବଢ଼ିବ। ଆୟ କ୍ରମେ କମ ଆସିବ।

ମକର : ଆମୋଦ ପ୍ରତି ଆକର୍ଷଣ ବଢ଼ିବ। ଶାରିରୀକ ବ୍ୟଥା ଭୋଗିବେ। ବିଦ୍ୟା ପ୍ରତି ଆଗ୍ରହ ବଢ଼ିବ। ଅର୍ଥଭାବ ଅନୂଭବ କରିବେ। ମନରେ କଳ୍ପନା ସଫଳ ହେବ।

କୁମ୍ଭ : ଆଜି କାର୍ଯ୍ୟ ଧାରାରେ ପରିବର୍ତନ ଘଟିବ। ଭାତୃଙ୍କ ଦ୍ୱାରା କଷ୍ଟ ପାଇବେ। ଧନ ଲାଭ ଯୋଗ ଅଛି। ଶତ୍ରୁ ଭୟ ବଢ଼ିବ। କର୍ମ ଚଂଚଳ ହେବେ।

ମୀନ : କାର୍ଯ୍ୟରେ ବାଧା ସୃଷ୍ଟି ହେବ। ପ୍ରଭାବିତ ହୋଇ ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ପାଇବେ। ଦୂରଯାତ୍ରା କରିବେ। ନୂତନ ଅଭିଜ୍ଞତା ଲାଭ କରିବେ। ଚନ୍ତାରୁ ମୁକ୍ତି ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking