33.1 C
Bhubaneswar
Wednesday, October 16, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ଦ୍ରବ୍ୟାପ୍ତି ପ୍ରାପ୍ତି ଘଟିପାରେ। ପଥଭ୍ରଷ୍ଟ ହୋଇପାରେ। ପଶୁଲାଭ ଘଟିପାରେ। ବନ୍ଧୁ ସାହାଯ୍ୟ ମିଳିପାରେ। ମନ ଦୁଖରେ ରହିପାରନ୍ତି।

ବୃଷ : ସମ୍ମାନୀତ ହୋଇପାରନ୍ତି। ଦ୍ୱନ୍ଦ ଲାଗି ରହିବ। ଦେହ ଭଲ ରହିବ। ପରୀଶ୍ରମୀ ହେବେ। ମହିଳାମାନେ ଗୃହ କାର୍ଯ୍ୟରେ ମନଦେବେ। ଆକସ୍ମିକ ଧନଲାଭ ହେବ।

ମିଥୁନ : ବ୍ୟବସାୟ ଭଲରେ ଚାଲିବ। ପଥଭ୍ରଷ୍ଟ ହୋଇପାରନ୍ତି। ଖାଦ୍ୟପେୟରେ ତୃପ୍ତିଲାଭ କରିବେ। ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ମନଦୁଃଖରେ ରହିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଶାନ୍ତି ମିଳିବ।

କର୍କଟ : ଆବଶ୍ୟକ ସହାୟକ ପାଇପାରନ୍ତି। କୃତିତ୍ୱ ହେତୁ ସମ୍ମାନୀତ ହେବେ। ବନ୍ଧୁ ବର୍ଗରେ ମତାନ୍ତର ଘଟିବ। ଚାକିରୀ କ୍ଷେତ୍ରରେ ଭ୍ରମଣ ଯୋଗ ଅଛି। ଅର୍ଥ ଆସିପାରେ।

ସିଂହ : ଉଦ୍ୟମରେ ପ୍ରଗତୀ ଘଟିବ। ଅର୍ଥ ସଂଗ୍ରହ କରିବେ। ଗୃହରେ ମତଭେଦ ଉପୁଜିବ। ନୂତନ କର୍ମରେ ମନଦେବେ। ପରୀକ୍ଷାେରେ କୃତକାର୍ଯ୍ୟ ହେବେ। ମୂଲ୍ୟବାନ୍ ଦ୍ରବ୍ୟ କିଣିପାରନ୍ତି।

କନ୍ୟା : ମନରେ ପ୍ରଫୁଲ୍ଲତା ଆସିବ। ରୋଜଗାର ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଲୋକପ୍ରିୟତା ଅର୍ଜନ କରିବେ।

ତୁଳା : ସରକାରୀ ସ୍ତରରୁ ସମ୍ମାନୀତ ହେବାର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସୁଖ ମିଳିବ। ଅବାଂଚିତ ଘଟଣା ଘଟିପାରେ।

ବିଛା : ଆଜି ଅଧିକ ପରିଶ୍ରମ କରିପାରନ୍ତି। ବଂଶର ମର୍ଯ୍ୟାଦା ବୃଦ୍ଧି କରିବାରେ ସହାୟକ ହେବେ। ମନରେ ପ୍ରସନ୍ନତା ଭାବ ଆସିପାରେ। ସୁସ୍ଥ ଓ ନିରାମୟ ସମୟ ଅତିବାହିତ କରିବେ।

ଧନୁ : ଭାଗ୍ୟଶାଳୀ ହେବାର ସୂଚନା ମିଳିଛି। ଭୋଗବିଳାସରେ ସମୟ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧି ଲାଭ କରିପାରନ୍ତି।
ମକର : ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ପରିଚିତ ହେବେ। ମାତୃ ସୁଖ ମିଳିବ। କଷ୍ଟକର ବ୍ୟାପର ହେବ। ବ୍ୟବସାୟରେ ଲାଭଜନକ ହେବ।

କୁମ୍ଭ : ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ବନ୍ଧୁ ସହଯୋଗ ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି।

ମୀନ : ଅଯଥା ଖର୍ଚ୍ଚ କରି ଅନୁତପ୍ତ ହୋଇପାରନ୍ତି। ଭାଇମାନଙ୍କ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଚାକିରୀ କ୍ଷେତ୍ରରେ ଉଚ୍ଚକର୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking