24.1 C
Bhubaneswar
Sunday, October 6, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : କର୍ମକ୍ଷେତ୍ରରେ ଉନ୍ନତି କରିବେ। ବ୍ୟବସାୟରେ ଲାଭବାନ ହେବେ। ସମ୍ପତି ଓ ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟରେ ଥିବା ବିଘ୍ନ ଦୂର ହେବ। ଆର୍ଥିକ ଅବସ୍ଥା ସୁଦୃଢ଼ ରହିବ।

ବୃଷ : ଆଜି ସକାଳ ସକାଳୁ ବନ୍ଧୁମାନଙ୍କ ସହଯୋଗ ପାଇବେ। କୌଣସି ଶୁଭକାମ କରିବେ। ସାମାଜିକ ସ୍ତରରେ ସମ୍ମାନିତ ହେବେ। ମହିଳାମାନେ ନିଜର ଅଧିକାର ସାବସ୍ଥ୍ୟକରିବେ।

ମିଥୁନ : କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଶତ୍ରୁମାନେ ପରାଜିତ ହେବେ। ବ୍ୟବସାୟରେ ସଫଳତା ଲାଭକରିବେ। ଶାରିରୀକ ସୁସ୍ଥତା ବୃଦ୍ଧି ପାଇବ। ଆକସ୍ମିକ ଧନଲାଭ ହେବ।

କର୍କଟ : ବ୍ୟବସାୟରେ ଆଜି ଲାଭବାନ ହେବେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଭୂମି ଓ ବାହାନ ଆଦି କ୍ରୟ କରିପାରନ୍ତି। ଶତ୍ରୁମାନେ ପରାଜିତ ହେବେ। ମହିଳାମାନେ ସୁଖି ହେବେ।

ସିଂହ : କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ବ୍ୟବସାୟରେ ଉନ୍ନତି ହେବ। ବନ୍ଧୁମାନେ ସହଯୋଗ କରିବେ। ଭାତୃ ବିବାଦ ଦେଖାଦେବ।

କନ୍ୟା : ଆଜି ବ୍ୟବସାୟରେ କ୍ଷତି , ଲାଭ ସମାନ ରହିବ। ଶତ୍ରୁମାନେ ପରାଜିତ ହେବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ। ମହିଳାମାନେ ସାମାଜିକ ପ୍ରତିଷ୍ଠା ଲାଭ କରିବେ।

ତୁଳା : ଆଜି ଚାକିରୀକ୍ଷେତ୍ରରେ ଉନ୍ନତି ହେବ। ଆକସ୍ମିକ ଅର୍ଥଲାଭ ହେବ। ବ୍ୟବସାୟରେ ଲାଭବାନ ହେବେ। ଦୂରଯାଗାକୁ ଯାଇପାରନ୍ତି।

ବିଛା : ବିଭିନ୍ନ ଦିଗରୁ ଆୟ ଆସିବ। ବ୍ୟବସାୟରେ ଲାଭବାନ ହେବେ। ଶତ୍ରୁମାନେ ପରାଜିତ ହେବେ। ଇଚ୍ଛା ପୂରଣ ହେବ ଭୂମି କିଣିପାରନ୍ତି। ମହିଳାମାନେ ସୁଖି ହେବେ।

ଧନୁ : ବ୍ୟବସାୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ଉନ୍ନତି ହେବ। ବିଶିଷ୍ଠ ବ୍ୟକ୍ତିଙ୍କ ସହିତ ସୁସମ୍ପର୍କ ଦ୍ୱାରା ଲାଭବାନ ହେବେ। ପାରବାରିକ ସୁଖ ବୃଦ୍ଧି ହେବ।

ମକର : କର୍ମକ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ। ବିବାଦରେ ଛନ୍ଦି ହୋଇପାରନ୍ତି। ଆଜି ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ବନ୍ଧୁ ସହଯୋଗ ପାଇବେ। ଶୁଭ ସମ୍ବାଦ ପାଇପାରନ୍ତି।

କୁମ୍ଭ : ବ୍ୟବସାୟରେ ଲାଭବାନ ହେବେ। ଚାକିରୀ କ୍ଷେତ୍ରରେ ଉନ୍ନତି ହେବ। ବନ୍ଧୁ ସହଯୋଗ ମିଳିବ। ପାରିବାରିକ ସୁଖ ବୃଦ୍ଧି ହେବ। ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ।

ମୀନ : କର୍ମକ୍ଷେତ୍ରରେ ବାଧା ଉପୁଜିବ। ପାରିବାରିକ ଅଶାନ୍ତି ଦେଖାଯିବ। ପରିଶ୍ରମ ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇପାରେ। ମହିଳାମାନେ ଚିନ୍ତିତ ରହିବେ। ଛାତ୍ରଛାତ୍ରୀମାନେ ଅସଫଳ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking