27.1 C
Bhubaneswar
Sunday, September 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ବ୍ୟବସାୟରେ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଆକସ୍ମିକ ଧନଲାଭ ହେବ। ବିଭିନ୍ନ ଦିଗରୁ ଲାଭବାନ୍ ହେବେ। ଯଶ ଖ୍ୟାତି ପାଇବେ।

ବୃଷ : ଆଜି ରୋଜଗାରରେ ସଫଳତା ମିଳିବ। ଗୃହନିର୍ମାଣ ସୁଯୋଗ ଆସିପାରେ। ବନ୍ଧୁ ସହଯୋଗରେ ବିଭିନ୍ନ ସମସ୍ୟା ସମାଧାନର ବାଟ ମିଳିବ। ଆର୍ଥିକ ଅଭାବ ଦେଖାଯିବ।

ମିଥୁନ : ଆଜି ମାନସିକ ଅଶାନ୍ତି ବୃଦ୍ଧିପାଇବ। କର୍ମକ୍ଷେତ୍ରରେ ଅସୁବିଧା ସୃଷ୍ଟି ହେବ। ବ୍ୟବସାୟରେ ସିଥଳତା ଦେଖାଯିବ। ବାଦବିବାଦରେ ପଡ଼ି ହଇରାଣ ହୋଇପାରନ୍ତି।

କର୍କଟ : ଅତ୍ୟଧିକ ପରିଶ୍ରମ ଦ୍ୱାରା କ୍ଳାନ୍ତ ଅନୁଭବ କରିବେ। ବ୍ୟବସାୟରେ ସଫଳତା ମିଳିବ। ବନ୍ଧୁ ସହଯୋଗ ପାଇବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

ସିଂହ : ଆଜି ବ୍ୟବସାୟରେ ଲାଭବାନ୍ ହେବେ। ଚାକିରୀ କ୍ଷେତ୍ରରେ ଉନ୍ନତି ହେବ। ମାନ ସମ୍ମାନ ବୃଦ୍ଧିପାଇବ। ନୂତନ ବାହନ କ୍ରୟ କରିପାରନ୍ତି। ବିଭିନ୍ନ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଯୋଗୁ ଲାଭ ହେବ।

କନ୍ୟା : କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଚାକିରୀ କ୍ଷେତ୍ରରେ ଉନ୍ନତି ହେବ। ଆର୍ଥିକ ଅବସ୍ଥା ସୁଦୃଢ଼ ହେବ। ଭୂମି ଇତ୍ୟାଦି କ୍ରୟର ସୁଯୋଗ ଅଛି।

ତୁଳା : ନୂତନ ରୋଜଗାର ଆରମ୍ଭ ହେବ। ବନ୍ଧୁ ସହଯୋଗ ମିଳିବ। ବ୍ୟବସାୟରେ ଲାଭବାନ୍ ହେବେ। ମାନସିକ ଅଶାନ୍ତି ବୃଦ୍ଧି ପାଇବ। ପାରିବାରିକ ସୁଖ ପାଇବେ।

ବିଛା : କର୍ମକ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟରେ ଲାଭବାନ୍ ହେବେ। ମାନସିକ ଶାନ୍ତି ବୃଦ୍ଧିପାଇବ। ଶାରୀରିକ ସୁସ୍ଥତା ଅନୁଭବ କରିବେ।

ଧନୁ : ଆଜି ନୂତନ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ। ବିଭିନ୍ନ ଦିଗରୁ ଲାଭବାନ୍ ହେବେ। ଆକସ୍ମିକ ଧନଲାଭ ହେବ। ବନ୍ଧୁ ସହଯୋଗ ମିଳିବ।

ମକର : ଆଜି ରୋଜଗାରରେ ସଫଳତା ମିଳିବ। ଗୃହ ନିର୍ମାଣରରେ ସୁଯୋଗ ଆସିବ। ପରିବାର ଲୋକଙ୍କ ସହଯୋଗରେ ବିଭିନ୍ନ ସମସ୍ୟାର ସମାଧାନ ହେବ।

କୁମ୍ଭ : କର୍ମକ୍ଷେତ୍ରରେ ଅସୁବିଧା ଦେଖାଯିବ। ଆର୍ଥିକ ଅଭାବ ପରିଲିକ୍ଷିତ ହେବ। ମାନସିକ ଅଶାନ୍ତି ବୃଦ୍ଧିପାଇବ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଦେହ ଭଲ ରହିବ ନାହିଁ। ମହିଳାମାନେ ଧର୍ମ କାର୍ଯ୍ୟରେ ମନଦେବେ।

ମୀନ : ପରିଶ୍ରମ ଓ ପ୍ରତିଷ୍ଠା ଦ୍ୱାରା କାର୍ଯ୍ୟ ହାସଲ କରିବେ। ଦୈନଦିନ ରୋଜଗାରରେ ସଫଳତା ମିଳିବ। ବ୍ୟବସାୟରେ ଲାଭବାନ୍ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking