33.1 C
Bhubaneswar
Wednesday, March 25, 2026
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା...

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…

ମେଷ : ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ। ବ୍ୟବସାୟରେ ଲାଭାବନ୍ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ପରିବାରରେ ଅଶାନ୍ତି ଲାଗି ରହିବ ।

ବୃଷ : ସ୍ୱାସ୍ଥ୍ୟରେ ଅବନତି ଘଟିପାରେ। ପରିବାରରେ ଭାତୃ ବିବାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି। ପୂଜାରେ ଅଧିକ ସମୟ ଦେବେ।

ମିଥୁନ : ବ୍ୟବସାୟରେ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି। କର୍ମକ୍ଷେତ୍ରରେ ଜଗିରଖି ଚଳନ୍ତୁ। ସ୍ୱାସ୍ଥ୍ୟ ଭଲ ରହି ନପାରେ। ପରିବାରରେ ବନ୍ଧୁ ମିଳନ ହୋଇପାରେ।

କର୍କଟ : କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ । ବ୍ୟବସାୟରେ ଅଳ୍ପ ଲାଭ ହେବ। ପରିବାରରେ ଶାନ୍ତି ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ : କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୁମାନେ ବିରୁଧାଚରଣ କରିବେ। ପାରିବାରିକ ଶାନ୍ତି ମିଳିବ। ବ୍ୟବସାୟରେ ଲାଭବାନ୍ ହେବେ।

କନ୍ୟା : ଆଜି ନୂଆ ନୂଆ କାର୍ଯ୍ୟ ପ୍ରତି ମନ ଦେବେ। ଚାକିରୀ କ୍ଷେତ୍ରରେ ପ୍ରଶାଂସିତ ହେବେ। ବ୍ୟବସାୟରେ ଅଳ୍ପ ଲାଭ ମିଳିବ। ପାରିବାରିକ ସୁଖ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା : କର୍ମକ୍ଷେତ୍ରରେ ମନ ଦେବେ। ବ୍ୟବସାୟରେ ନିଜ ଷଲାକମାନେ କ୍ଷତି ଘଟାଇବେ। ପରିବାରରେ ଅଶାନ୍ତି ଦେଖାଦେବ। ମହିଳାମାନେ ପୂଜା ପାଠରେ ମନ ଦେବେ।

ବିଛା : ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ପୈତୃକ ସମ୍ପତି ପାଇଁ ପରିବାରରେ ଅଶାନ୍ତି ଉପୁଜିବ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ରହିଛି। ବ୍ୟବସାୟରେ ଲାଭବାନ୍ ହେବେ।

ଧନୁ : ଶତୁମାନେ ମାଲୀମୋକଦମା କରିପାରନ୍ତି। ବିପଦର ଅଶାଙ୍କା ଅଛି। କମ
ର୍କ୍ଷେତ୍ରରେ ଜଗି ରଖି ଚଳନ୍ତୁ। ବ୍ୟବସାୟରେ କ୍ଷତିର ସମ୍ଭବନା ଅଛି। ପରିବାରର ସ୍ୱାସ୍ଥ୍ୟ ପାଇଁ ଚିନ୍ତା କରିବେ।

ମକର : କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ବ୍ୟବସାୟରେ କ୍ଷତିର ସମ୍ଭବନା ଅଛି। ପାରିବାରିକ କଳହ ଲାଗିପାରେ। ମହିଳାମାନେ ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତା କରିବେ।

କୁମ୍ଭ : କର୍ମକ୍ଷେତ୍ରରେ ପ୍ରଶାସ୍ତ ହେବେ। ପଦୋନ୍ନତି ହୋଇପାରେ। ଧନାଗମର ସୁଯୋଗ ଅଛି। ଆୟ ବ୍ୟୟ ସମାନ ରହିବ। ମାନସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀମାନେ ଶିକ୍ଷାରେ ସଫଳତା ହାସଲ କରିବେ।

ମୀନ : ଆଜି ବ୍ୟସାୟରେ ଧନ,ଯଶ ଲାଭ କରିବେ। ରାଜ ସମ୍ମାନ ପ୍ରାପ୍ତି ହେବ। ଚାକିରୀ କ୍ଷେତ୍ରରେ ସମ୍ମାନୀତ ହେବେ। ପଦୋନ୍ନତି ସହ ବିଳାସପୂର୍ଣ୍ଣ ଜୀବନ ଯାପନ କରିବେ। ନୂତନ ବନ୍ଧୁ ସହଯୋଗ ମିଳିବ। ମହିଳାମାନେ ସୁଖୀ ହେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking