26.1 C
Bhubaneswar
Thursday, September 19, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି। ପରିବାରରେ ଶାନ୍ତି ମିଳିବ। ବ୍ୟବସାୟରେ ଲକ୍ଷ୍ୟ ପୂରଣ ହୋଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମହିଳା ଓ ବିଦ୍ୟାର୍ଥୀମାନେ ଧର୍ମ ପରାୟଣ ହେବେ।

ବୃଷ : ବ୍ୟବସାୟରେ ଲାଭ ହୋଇପାରେ। ଆକସ୍ମିକ ଭାବରେ ଗୃହ କରିପାରନ୍ତି। ପାରିବାରିକ ଜୀବନରେ ସୁଖି ହୋଇପାରନ୍ତି। ଅନ୍ୟକୁ ସାହାଯ୍ୟ କରିପାରନ୍ତି। ମହିଳାମାନେ ଗୃହକାର୍ଯ୍ୟ ପାଇଁ ଲାଗି ପଡ଼ିବେ। ବିଦ୍ୟାର୍ଥୀମାନେ ସମ୍ମାନୀତ ହେବେ।

ମିଥୁନ : ଶାରୀରିକ ଅସୁସ୍ଥତା ଦେଖାଦେବ। କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ। ବ୍ୟବସାୟ ଭଲରେ ଚାଲିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାର ଆଜି ହସ ଖୁସିରେ ଚାଲିବ। ଦ୍ରବ୍ୟ ଲାଭର ଯୋଗ ରହିଛି। ମହିଳା ଓ ବିଦ୍ୟାର୍ଥୀମାନେ ସଫଳତା ପାଇବେ।

କର୍କଟ : କର୍ମନିଯୁକ୍ତି ପାଇପାରନ୍ତି। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ଦ୍ରବ୍ୟ ଲାଭ ଯୋଗ ରହିଛି। ବିଦ୍ୟାର୍ଥୀମାନେ ସମ୍ମାନୀତ ହେବେ। ମହିଳାମାନେ ଗୃହକାର୍ଯ୍ୟ ପାଇଁ ଲାଗି ପଡ଼ିବେ

ସିଂହ : କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଚାକିରୀରେ ପ୍ରତିଷ୍ଠିତ ହେବେ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ। ପରିବାରରେ ଶାନ୍ତି ମିଳିବ। ସ୍ୱାସ୍ଥ୍ୟ ଭଲ ରହିନପାରେ। ମହିଳାମାନଙ୍କର ବହୁଦିନର ଆଶା ପୂରଣ ହେବ।

କନ୍ୟା : ଆଜି କେତକ ଗୁରୂତ୍ୱପୂର୍ଣ୍ଣ କାମ କରିପାରନ୍ତି। ଯାନବାହନ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନୀତ ହେବାର ଅନୁମେୟ ଦେଖାଦେବ। ବ୍ୟବସାୟରେ ଉନ୍ନତି ଘଟିବ। ପରିବାରର ଶାନ୍ତି ସହ ସ୍ୱାସ୍ଥ୍ୟ ଭଲ ରହିବ। ମହିଳା ଓ ବିଦ୍ୟାର୍ଥୀମାନେ ସଫଳ ହେବେ।

ତୁଳା : ଅର୍ଥହାନୀ ହୋଇପାରେ। ଯାନବାହନରେ ଦୁର୍ଘଟଣା ଘଟିପାରେ। ଚାକିରୀକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି। ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି। ପରିବାରରେ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀମାନେ ଦୁଃଖିତ ହେବେ।

ବିଛା : ଆଜି ଆପଣଙ୍କ ପକ୍ଷେ ଶୁଭ ଦାୟକ ଅଟେ। ଆୟ ପନ୍ଥା ଉତମ ହେବ। କୌଣସି ଏକ ସମସ୍ୟାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା ହୋଇପାରେ।

ଧନୁ : କର୍ମକ୍ଷେତ୍ରରେ ସଫଳ ହେବେ। ଚାକିରୀ ତଥା ବ୍ୟବସାୟରେ ପଦୋନ୍ନତି ଘଟିପାରେ। ରାଜନୈତିକ କ୍ଷେତ୍ରରେ ପ୍ରିୟଭାଜନ ହୋଇପାରନ୍ତି। ଆୟ ଉତମ ହୋଇପାରେ। ମହିଳାମାନେ ଗରୁଦାୟିତ୍ୱ ନେଇପାରନ୍ତି। ଧର୍ମ କାର୍ଯ୍ୟରେ ମନ ଦେବେ।

ମକର : କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ପରିବାରରେ ଶାନ୍ତି ମିଳିବ। ନୂତନ ଜମି କ୍ରୟ କରିପାରନ୍ତି। ବିଦ୍ୟାର୍ଥୀମାନେ ନିନ୍ଦିତ ହେବେ।

କୁମ୍ଭ : କର୍ମକ୍ଷେତ୍ରରେ ନିଜ ଲୋକ ଶତ୍ରୁତା କରି ହଇରାଣରେ ପକାଇ ପାରନ୍ତି। ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି। ପରିବାରରେ ଭାତୃ ବିବାଦ ଲାଗି ରହିବ। ନୂତନ ଜମି କ୍ରୟ କରିପାରନ୍ତି। ବିଦ୍ୟାର୍ଥୀମାନେ ନିନ୍ଦିତ ହେବେ।

ମୀନ : ଦୂର ଯାତ୍ରା ଯୋଗ ରହିଛି। ବ୍ୟବସାୟରେ ସାମାନ୍ୟ ଲାଭ ଅଛି। ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତନ ଘଟିବ । କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ପରିବାରରେ ମତାନ୍ତର ଦେଖାଦେବ। ମହିଳାମାନେ ଯଶସ୍ୱୀ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking