28.1 C
Bhubaneswar
Sunday, September 8, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଆର୍ଥିକ ପରିସ୍ଥିତି ଜଟିଳ ହେବ । କର୍ତୃପକ୍ଷଙ୍କ ସହ ମତାନ୍ତର ଘଟିପାରେ । କାର୍ଯ୍ୟ ଭାର ବଢ଼ିବ । ଯୋଗା ଯୋଗରେ ଅଗ୍ରଗତି ହେବ । ଧନପ୍ରାପ୍ତି ହେବ ।

ବୃଷ : ବ୍ୟକ୍ତିଗତ ଦୁର୍ବଳତା ହେତୁ ଅସୁବିଧାରେ ପଡ଼ିବେ । ବନ୍ଧୁ ସହଯୋଗ ମିଳିବ । ଶାରୀରିକ ଆଘାତ ପାଇପାରନ୍ତି । ମିତ୍ର ଲାଭ ଅଛି । ଚୋର ଭୟ ହୋଇପାରେ । ଆୟ ଉତମ ହେବ ।

ମିଥୁନ : ଆଜି ପୈତୃକ ସମ୍ପତି ନେଇ ବିବାଦ ସୃଷ୍ଟି ହେବ । ପରିବାରରେ ଚିନ୍ତା ବଢ଼ିବ । ମନ ଦୁର୍ବଳ ରହିବ । ଦେହ ଭଲ ରହିବ । ବନ୍ଧୁ ବର୍ଗରେ ମତାନ୍ତର ଘଟିବ ।

କର୍କଟ : ଆଜି ଦ୍ରବ୍ୟ ଲାଭ ଯୋଗ ରହିଛି । ଭାତୃ ସହଯୋଗ ପ୍ରାପ୍ତି ହେବ । ଋଣ ମୁକ୍ତ ହୋଇପାରନ୍ତି । ପରିଶ୍ରମ ବୃଥା ହେବ । କାର୍ଯ୍ୟ ସଫଳ ହେବ । ଆୟ ବ୍ୟୟ ସମାନ ରହିବ ।

ସିଂହ : ମାନସିକ ବ୍ୟାକୁଳ ବଢ଼ିପାରେ । ଆକସ୍ମିକ ଦୁର୍ଘଟଣା ଦେଖାଦେବ । ବାଧ୍ୟ ହୋଇ ଅକାର୍ଯ୍ୟ କରିବେ । ଭୟ ବଢ଼ିବାକୁ ଲାଗିବ । ସାନ୍ତ୍ୱନା ପାଇପାରନ୍ତି ।

କନ୍ୟା : ଆଜି ଆର୍ଥିକ ସହଯୋଗ ମିଳିପାରେ । ପରିସ୍ଥିତି ପ୍ରତିକୂଳ ହେବ । ତ୍ରୁଟି ସୁଧାରି ପାରିବେ । ଅଭାବ ମେଂଟାଇପାରିବେ । ବିରୋଧ ଉପୁଜିପାରେ ।

ତୁଳା : ସକାଳୁ ସକାଳୁ ବନ୍ଧୁ ଦର୍ଶନ କରିପାରନ୍ତି । ଅସ୍ଥିରତା ଅନୁଭବ କରିବେ । ବିରକ୍ତି ହୋଇପାରନ୍ତି । ମହିଳା ଓ ବିଦ୍ୟାର୍ଥୀମାନେ ଯତ୍ନଶୀଳ ହେବେ ।

ବିଛା : ଆର୍ଥିକ ଅନାଟନ ଦୂରୀଭୂତ ହେବ । ମାନସିକ ଆଶାନ୍ତି ଭୋଗିବେ । ଅର୍ଥଲାଭ ପାଇବେ । ହଠାତ ବିପଦରେ ପଡ଼ିବେ । କଳହାଦିରେ ପଡ଼ିପାରନ୍ତି । ଆର୍ଥିକ ଲାଭ ହେବ ।

ଧନୁ : ବୃଥା ଅପବାଦ ଭୋଗିପାରନ୍ତି । ସୁଯୋଗର ଉପଯୋଗ କରିବେ । ଅଜଣା ଲୋକଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ଅନ୍ୟାୟର ପ୍ରତିରୋଧ କରିବେ । ନୂତନ କାର୍ଯ୍ୟ କରିବେ ।

ମକର : ଆଜି ଉଦର ବ୍ୟଥା ଭୋଗିବେ । ବିଭିନ୍ନ ଦିଗରୁ ଲାଭ ବଢ଼ିବ । କ୍ଲାନ୍ତ ଓ ଅବସାଦ ରହିବେ । ହଠାତ ଦୁର୍ଘଟଣାରରେ ପଡ଼ିପାରନ୍ତି । ବ୍ୟବସାୟରୁ ଲାଭ ମିଳିବ ।

କୁମ୍ଭ : ଅଭାବ ଦୂରେଇଯିବ । ବନ୍ଧୁ ମେଳରେ ଅପ୍ରିୟ ହେବେ । ଆଗ୍ରହ ବଢ଼ିବ । ବୃଥାରେ କ୍ଷତି ସହିବେ । ଗୁରୁଜନମାନଙ୍କ ପାଇଁ ଚିନ୍ତା ବଢ଼ିଯିବ । ବନ୍ଧୁ ମେଳରେ ଅପ୍ରିୟ ହେବେ ।

ମୀନ : ଆର୍ଥିକ ଉନ୍ନତି ଘଟିବ । ସହଯୋଗ ମିଳିପାରେ । ଅର୍ଥଲାଭ ଯୋଗ ରହିଛି । ମନ ପ୍ରଫୁଲ୍ଲ ରହିବ । ପଥଭ୍ରଷ୍ଟ ହୋଇପାରନ୍ତି । ଶାରୀରିକ ଅସୁସ୍ଥତା ଦେଖାଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking