18.1 C
Bhubaneswar
Thursday, February 12, 2026
Homeଓଡିଶାଆଜି ଉପବାସରେ ମହାପ୍ରଭୁ 

ଆଜି ଉପବାସରେ ମହାପ୍ରଭୁ 

ନୟାଗଡ : ଆଜି ଉପବାସରେ ମହାପ୍ରଭୁ  । ନୟାଗଡ଼ ଜିଲ୍ଲା ରଣପୁରରେ ଥିବା ଜଗନ୍ନାଥ ମନ୍ଦିରରେ ବ୍ୟାପକ ଅନିୟମିତତା ରହିଛି  ।  ପ୍ରକୃତ କେଉଁ କାରଣ ପାଇଁ ମନ୍ଦିରରେ ସମସ୍ୟା ହୋଇଛି ତାହା ଯଦିଓ ଜଣାନାହିଁ  ।  କିନ୍ତୁ ଜଗନ୍ନାଥଙ୍କ ନୀତିକାନ୍ତି ବନ୍ଦ ରହିଛି। ସେବାୟତଙ୍କ ପାଇଁ ମହାପ୍ରଭୁ ଉପବାସରେ ରହିଥିବା ଶ୍ରଦ୍ଧାଳୁମାନେ ଅଭିଯୋଗ କରିଛନ୍ତି  । କଳା ଠାକୁର ଭୋକରେ ରହିବାରୁ ରାସ୍ତାକୁ ଓହ୍ଲାଇଛନ୍ତି । ମନ୍ଦିର ଆଗରେ ରାସ୍ତାରୋକ କରିଛନ୍ତି । ଧାଡି ହୋଇ ରାସ୍ତା ଉପରେ ବସି ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking