28.1 C
Bhubaneswar
Sunday, September 8, 2024
Homeଓଡିଶାଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ସାଧାରଣ ଦର୍ଶନ ୩ ଘଣ୍ଟା ପାଇଁ ବନ୍ଦ ରହିବ

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ସାଧାରଣ ଦର୍ଶନ ୩ ଘଣ୍ଟା ପାଇଁ ବନ୍ଦ ରହିବ

ପୁରୀ : ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କର ବନକଲାଗି ନୀତି ତଥା ଶୃଙ୍ଗାର ନୀତି । ଏଥିପାଇଁ ଭକ୍ତଙ୍କ ପାଇଁ ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ରଥଯାତ୍ରା ପରେ ଏହା ହେଉଛି ମହାପ୍ରଭୁଙ୍କ ପ୍ରଥମ ବନକଲାଗି ନୀତି । ଏଥିରେ ପ୍ରକୃତିକ ରଙ୍ଗରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking