14.1 C
Bhubaneswar
Sunday, December 7, 2025
Homeଓଡିଶାଆଜି ଶ୍ରାବଣ ମାସର ତୃତୀୟ ସୋମବାର: ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ଆଜି ଶ୍ରାବଣ ମାସର ତୃତୀୟ ସୋମବାର: ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର: ଆଜି ଶ୍ରାବଣ  ମାସର ତୃତୀୟ ସୋମବାର  । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ  କରିବା ପାଇଁ   ସକାଳୁ ସକାଳୁ  ରାଜ୍ୟର  ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ  ଭିଡ ଦେଖିବାକୁ ମିଳୁଛି ।   ଦୂରରୁ ପାଣି ଆଣି  କାଉଡିଆଙ୍କ ଲମ୍ବାଧାଡି  ବିଭିନ୍ନ ଶୈବ ପୀଠକୁ ଲମ୍ବିଛି ।  ଅନେକ ଶ୍ରଦ୍ଧାଳୁ   ମାଇଲ ମାଇଲ ବାଟ ଚାଲି  ପାଣି ଭାର ଉଠାଇ  ଶିବଙ୍କୁ  ଜଳ ଲାଗି କରିବାକୁ ବାହାରିଛନ୍ତି ।  ଶ୍ରାବଣ ମାସରେ ଦବେ ଦେବ ମହାଦେବଙ୍କୁ ଜଳ ଲାଗି ଗଲେ ମାନସିକ ପୂରଣ ହୁଏ ବୋଲି  ବିଶ୍ୱାସ ରହିଛି ।   ବିଭିନ୍ନ  ନଦୀ ଘାଟ ଓ ତୀର୍ଥସ୍ଥଳୀ ଗୁଡିକରେ କଡା ସୁରକ୍ଷାରେ  ବନ୍ଦୋବସ୍ତ  କରାଯାଇଛି ।  ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡିକରେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking