15.1 C
Bhubaneswar
Monday, December 8, 2025
Homeଓଡିଶାଆଜି ପଞ୍ଚକର ଦ୍ବିତୀୟ ଦିନ

ଆଜି ପଞ୍ଚକର ଦ୍ବିତୀୟ ଦିନ

ପୁରୀ: ପଞ୍ଚକ ପ୍ରଥମ ଦିନରେ ପୁରୀ ଅସମ୍ଭାଳ  ଭିଡ ପରେ  ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନିଜେ ପୋଲିସ ଡିଜି  ଯୋଗେଶ ବାହାଦୂର  ଖୁରାନିଆ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।  ଭିଡକୁ ଦୃଷ୍ଟିରେ ରଖି  ସାରା ରାତି  ମହାପ୍ରଭୁଙ୍କ ଦର୍ଶନ  ଚାଲିଛି ।  ପଞ୍ଚକର ପ୍ରଥମ ଦିନରେ  ଗତକାଲି ଶ୍ରୀମନ୍ଦିର ବାହାରେ  ଠେଲା ପେଲା ପରିସ୍ଥିତି ଉପୁଜିଥିଲା ।  ପରେ ସ୍ଥିତି ଯାଞ୍ଚ କରିଛନ୍ତି ଡିଜିପି ।  ପଞ୍ଚୁକର ଅବଶିଷ୍ଟ ୩ ଦିନ  ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଉଭୟ ଶ୍ରୀମନ୍ଦିର ଭିତରେ  ଓ ବାହାରେ  ସୁରକ୍ଷା ବ୍ୟବସ୍ଥା ନେଇ  ସେ ଅନୁଧ୍ୟାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking