28.1 C
Bhubaneswar
Sunday, March 29, 2026
Homeଓଡିଶାଆଜି ବର୍ଷର ଶେଷ ଦିନ

ଆଜି ବର୍ଷର ଶେଷ ଦିନ

ଭୁବନେଶ୍ୱର : ଆଜି ବର୍ଷର ଶେଷ ଦିନ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ଆମ ସମସ୍ତଙ୍କଠାରୁ  ବିଦାୟ ନେବ ୨୦୨୪ ।  ଆଉ ରାତି ପାହିଲେ ନୂଆ ବର୍ଷ  । ରାତି ୧୨ଟାରେ  ଜିରୋ ନାଇଟ ସେଲିବ୍ରେସନ କରିବେ ଲୋକେ । ଏନେଇ ଟୁଇନସିଟିରେ କମିଶନରେଟ ପୋଲିସର କଡା ସୁରକ୍ଷା ରହିଛି । ଡ୍ରାଇଭିଂ ଏବଂ ଡ୍ରିଙ୍କକୁ ନେଇ  ଆଜି ସନ୍ଧ୍ୟାରୁ  ଆହୁରି କଡାକଡି ଯାଞ୍ଚ କରାଯିବ । କଟକରେ ମୁତୟନ ହେବେ ୮ ପ୍ଲାଟୁନ ଫୋର୍ସ । କୋଚି , ଚେନ୍ନାଇ, କୋଲକାତା, ମଦୁରାଇରେ ସୂଯ୍ୟୋଦୟର ଦୃଶ୍ୟ ଅତି ସୁନ୍ଦର ଦେଖାଯାଉଛି । ଆସନ୍ତା କାଲିଠୁ ୨୦୨୫ର ନୂଆ ସକାଳ ଦେଖିବାକୁ ମିଳିବ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking