27.1 C
Bhubaneswar
Wednesday, March 25, 2026
Homeଓଡିଶାଆଜି ଡ୍ରାଏ ଡେ', ମଦ ବିକ୍ରି ବନ୍ଦ

ଆଜି ଡ୍ରାଏ ଡେ’, ମଦ ବିକ୍ରି ବନ୍ଦ

ବାସୁଦେବପୁରରେ : ଆଜି ବାସୁଦେବପୁରରେ ମଦ ବିକ୍ରି ବନ୍ଦ । ରାମ ନବମୀ ଶୋଭାଯାତ୍ରା ପାଇଁ ଡ୍ରାଏ ଡେ’ ଘୋଷଣା କଲା ପ୍ରଶାସନ । ରାମନବମୀ ପାଇଁ ଆଜି ବାସୁଦେବପୁରରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବାର ରହିଛି । ଏଣୁ ମଦ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି ଜିଲ୍ଲା ଅବକାରୀ ବିଭାଗ । ସମସ୍ତ ଅନ୍ ସପ୍, ଅଫ୍ ସପ୍ ସମେତ ହୋଟେଲ,ବାର୍,ରେଷ୍ଟୁରାଣ୍ଟରେ ମଦ ବିକ୍ରି ବନ୍ଦ ରହିବ । ଅନ୍ୟ ମାଦକ ଦ୍ରବ୍ୟ ବିକ୍ରି ମଧ୍ୟ ଗୋଟିଏ ଦିନ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା । ପୂର୍ବରୁ ଆମିଷ ଦୋକାନ ବନ୍ଦ କରିବାକୁ ମଧ୍ୟ ପ୍ରଶାସନ ନିଷ୍ପତ୍ତି ନେଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking