18.1 C
Bhubaneswar
Monday, February 9, 2026
Homeଓଡିଶାଆଜି ସ୍ମରଣୀୟ ଦିନ: ଜୟ ଢୋଲକିଆ

ଆଜି ସ୍ମରଣୀୟ ଦିନ: ଜୟ ଢୋଲକିଆ

ଭୁବନେଶ୍ୱର: ଶପଥ ନେବା ପରେ ଆଜି  ସ୍ମରଣୀୟ ଦିନ କହିଲେ ଜୟ ଢୋଲକିଆ । ଆଜି ମୋ ବାପାଙ୍କ ଜନ୍ମ ଜୟନ୍ତୀ, ଶପଥ ନେଇଥିବାରୁ ସ୍ମରଣୀୟ। ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଧନ୍ୟବାଦ,ଏଭଲି ଦିନରେ ଶପଥ ପାଠ କରାଇଛନ୍ତି। ଏହି ବିଜୟ ନୂଆପଡାବାସୀଙ୍କର, ମୋ ବାପାଙ୍କର, ବିଜେପି କର୍ମକର୍ତ୍ତାଙ୍କର। ସୂଚନାଥାଉକି, ଆଜି ଶପଥ ନେଇଛନ୍ତି ଜୟ ଢୋଲକିଆ।ବିଧାନସଭାରେ ସ୍ୱତନ୍ତ୍ର ଶପଥ ପାଠ ସମାରୋହରେ ଯୋଗ ଦେଇ ଜୟ ଢୋଲକିଆ ଶପଥ ନେଇଛନ୍ତି । ଗୋପନୀୟତାର ସହ ଜୟ ଢୋଲକିଆଙ୍କୁ ଶପଥ ପାଠ କରାଇଛନ୍ତି ବାଚସ୍ପତି ।  ସ୍ୱର୍ଗତ  ରାଜେନ୍ଦ୍ର ଢୋଲକିଆଙ୍କ ଜନ୍ମଦିନରେ ପୁରା ପରିବାର ସହ ବିଧାନସଭାରେ ପହଞ୍ଚି ଶପଥ ନେଇଥିଲେ । ୮୩ ହଜାରରରୁ ଅଧିକ ଭୋଟ ବ୍ୟବଧାନରେ ଜୟ ଢୋଲକିଆ ଜିତିଥିଲେ ।   ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking