27.1 C
Bhubaneswar
Wednesday, July 9, 2025
Homeଓଡିଶାଆଜି ପହିଲି ରଜ: ଘରେ ଘରେ ପିଠାପଣାର ବାସ୍ନା ମହକି ଉଠୁଛି

ଆଜି ପହିଲି ରଜ: ଘରେ ଘରେ ପିଠାପଣାର ବାସ୍ନା ମହକି ଉଠୁଛି

ଭୁବନେଶ୍ୱର: ଆଜି ପହିଲି ରଜ  ା ଗାଁଠୁ ସହର  ଉତ୍ସବ ମୁଖର ମାହୋଲ । ତିନି ଦିନ ଧରି ଝିଅମାନେ ନୂଆ ପୋଷାକ ପିନ୍ଧି ହାତରେ ମେହେନ୍ଦି , ପାଦରେ ଅଳତା, ମଥାରେ ବିନ୍ଦି ଲଗାଇ  ପାଳନ କରିଥାନ୍ତି ପରମ୍ପରାର ଗଣ ପର୍ୱ ରଜ ।  ଘରେ ଘରେ  ପିଠାପଣାର ବାସ୍ନା ମହକି ଉଠୁଛି । ରଜର ପ୍ରଥମ ଦିନକୁ ପହିଲି ରଜ ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ । ଚତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ । ରଜରେ ଆସର ରଜଦୋଳି ଓ ପୋଡ଼ ପିଠାରେ ଅଧିକ ଜମିଥାଏ । ଘରେ ଘରେ ପୋଡ ପିଠା ଓ ରଜ ପାନ ପ୍ରସ୍ତୁତ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking