26.1 C
Bhubaneswar
Monday, March 23, 2026
Homeଓଡିଶାଆଜିବି ଓଡ଼ିଶାକୁ ଆସୁନି ଆଳୁ ଗାଡି,ଚିନ୍ତାରେ ଖାଉଟି

ଆଜିବି ଓଡ଼ିଶାକୁ ଆସୁନି ଆଳୁ ଗାଡି,ଚିନ୍ତାରେ ଖାଉଟି

ଭୁବନେଶ୍ୱର : ଆଜିବି ଓଡ଼ିଶାକୁ ଆସୁନି ଆଳୁ ଗାଡି। ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରବେଶ କରୁନି ଗୋଟିଏ ବି ଆଳୁ ଗାଡି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ ମିଡିଆ ଏକ୍ସ ଜରିଆରେ ଜଣାଇଥିଲେ ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ସରିଛି। ଓଡ଼ିଶାକୁ ଆଳୁ ଗାଡି ପ୍ରବେଶ କରିବ। କିନ୍ତୁ ଏଯାଏଁ ଗୋଟିଏ ବି ଆଳୁ ଗାଡ଼ି ଆସିନାହିଁ। ଯାହାଫଳରେ ଚିନ୍ତାରେ ଖାଉଟି ପଡିଯାଇଛନ୍ତି । ଅନ୍ୟପଟେ ଓଡିଶା ମାର୍କେଟରେ ହୁ ହୁ ହୋଇ ବଢି ଚାଲିଛି ଆଳୁ ଦର। ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି ବ୍ୟବସାୟୀ । କିନ୍ତୁ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଗାଡି ପ୍ରବେଶ କରୁନଥିବାରୁ ଓଡ଼ିଶା ବଜାରେ ଆହୁରି ଆଳୁ ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking