28.1 C
Bhubaneswar
Wednesday, August 13, 2025
Homeଓଡିଶାରାଜ୍ୟରେ ତମାଖୁ ବନ୍ଦ ଜରୁରୀ: ମନ୍ତ୍ରୀ

ରାଜ୍ୟରେ ତମାଖୁ ବନ୍ଦ ଜରୁରୀ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ତମାଖୁ ବନ୍ଦ ହେବା ଦରକାର । ମଦ ପ୍ରସାର ବନ୍ଦ ହେବା ଆବଶ୍ୟକ ଅଛି । ଏନେଇ ସୂଚନା ଦେଇଛନ୍ତି  ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅବକାରୀ ଆଇନରେ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା  ହେବ । ସେସନ କୋର୍ଟରେ ନିଯୁକ୍ତ ହେବେ ସ୍ୱତନ୍ତ୍ର ଅବକାରୀ ଓକିଲ ।  ଡ୍ରଗସର ମଧ୍ୟ ସମ୍ପୁଣ୍ଣ ବନ୍ଦ କରିବାକୁ ହେବ ।  ରାଜ୍ୟରେ ପ୍ରଥମ ଥର ବଡ ସଚେତନତା କାଯ୍ୟକ୍ରମ ହେଉଛି । ଜୁନ ୨୬ ଯାଏଁ ପ୍ରଥମ ପ ଯ୍ୟାୟ ସଚେତନତା ଚାଲିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking