19.1 C
Bhubaneswar
Tuesday, February 3, 2026
Homeଓଡିଶାମା’ ହେଲା ବାଘୁଣୀ ‘ଜୟଶ୍ରୀ’

ମା’ ହେଲା ବାଘୁଣୀ ‘ଜୟଶ୍ରୀ’

ଭୁବନେଶ୍ୱର: ନନ୍ଦନକାନନରେ ମାଆ ହେଲା ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ ମୃତ, ଗୋଟିଏ ଜୀବିତ। ୩ ବର୍ଷୀୟ ବାଘୁଣୀ ‘ଜୟଶ୍ରୀ’ର ଏହା ପ୍ରଥମ ପ୍ରସବ। ନନ୍ଦନକାନନରେ ଏବେ ମୋଟ୍ ୨୯ଟି ବାଘ ଅଛନ୍ତି। ୧୮ ପୁରୁଷ, ୧୧ ମାଈ, ଏବଂ ବର୍ତ୍ତମାନ କୌଣସି ବାଘ ଛୁଆ ପ୍ରଦର୍ଶିତ ହୋଇନାହିଁ, କାରଣ ବଞ୍ଚି ରହିଥିବା ବାଘ ଛୁଆଟି ଗୋଟିଏ ଇଣ୍ଟେନ୍ସିଭ୍ କେୟାରରେ ରହିଛି। ‘ଜୟଶ୍ରୀ’ ୧୦୧ ଦିନର ଗର୍ଭଧାରଣ ପରେ ଡିସେମ୍ବର ୨୭, ୨୦୨୫ରେ ତାଙ୍ର ପ୍ରଥମ ପ୍ରସାବରେ ତିନୋଟି ଛୁଆ ଜନ୍ମ କରିଥିଲା। ତିନୋଟି ଛୁଆ ମଧ୍ୟରୁ କେବଳ ଗୋଟିଏ ବଞ୍ଚିଛି ଏବଂ ବର୍ତ୍ତମାନ ଚିଡ଼ିଆଖାନା ଡାକ୍ତରଖାନାରେ ୨୪ ଘଣ୍ଟା ପଶୁଚିକିତ୍ସା ସେବାରେ ଚିକିତ୍ସାଧୀନ ଅଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking