18.1 C
Bhubaneswar
Saturday, December 6, 2025
Homeଓଡିଶାବଳଙ୍ଗାରେ ପୋଲିସର କଡା ସୁରକ୍ଷା

ବଳଙ୍ଗାରେ ପୋଲିସର କଡା ସୁରକ୍ଷା

ବଳଙ୍ଗା: ପୀଡିତାଙ୍କ ମୃତ୍ୟୁ ପରେ ବଳଙ୍ଗାରେ ପୋଲିସର କଡା ସୁରକ୍ଷା । ବଳଙ୍ଗା ଥାନାରେ ପହଞ୍ଚିଲେ ଅତିରିକ୍ତ ଏସ୍ପି ଓ ଏସ୍‌ଡିପିଓ । ମୃତକଙ୍କ ଘର ଆଗରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ଥାନାରେ ରିଜର୍ଭରେ ୨ ପ୍ଲାଟୁନ୍ ପୋଲିସ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking