19.1 C
Bhubaneswar
Monday, January 12, 2026
Homeଓଡିଶାକନ୍ଧମାଳରେ ବୁଲିଛି ବାଘ

କନ୍ଧମାଳରେ ବୁଲିଛି ବାଘ

କନ୍ଧମାଳ: ଫାର୍ମରେ ବୁଲୁଛି ବାଘ। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରୁ କଳିଙ୍ଗାରାସ୍ତାର ରାଇପଦାଠାରେ ଏକ ଫାର୍ମରେ  ବାଘ ବୁଲୁଥିବା ନେଇ ଭିଡିଓ ଏବେ ସିସିଟିଭିରେ କଏଦ ହୋଇଛି । ଏହି ଅଞ୍ଚଳରେ ପୂର୍ବରୁ କେବେ ବାଘ ଦେଖିବାକୁ ନିଳିନଥିଲା । ଏବେ ବର୍ତ୍ତମାନ ଚିତାବାଘର ଭିଡିଓ ଦେଖି ଲୋକେ ବି ଭୟଭୀତ । ଏ ରାସ୍ତା ଦେଇ ଦିନକୁ ଶହ ଶହ ଯାନବାହାନ ଚଳାଚଳ କରୁଛନ୍ତି । ବିଶେଷକରି ଜି ଉଦୟଗିରି ସହରକୁ  ଦିନକୁ ଯୋଗାଯୋଗ କରିବାରୁ ପ୍ରମୁଖ ରାସ୍ତା ଅଟେ । ଶହ ଶହ ଲୋକ ବାଇକରେ ଯିବା ଆସିବା କରିଥାନ୍ତି । କିଛି ମାସ ତଳେ ଜଙ୍ଗଲୀ ଦନ୍ତାହାତୀ ଆସି ଉପଦ୍ୱର କରୁଥିବା ବେଳେ  ବାଘ ଲୋକଙ୍କୁ ଭୟଭୀତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking