14.1 C
Bhubaneswar
Saturday, December 6, 2025
Homeଓଡିଶାକେନ୍ଦୁଝର–କରଞ୍ଜିଆ ସୀମାରେ ବାଘ ପାଦ ଚିହ୍ନ ଠାବ

କେନ୍ଦୁଝର–କରଞ୍ଜିଆ ସୀମାରେ ବାଘ ପାଦ ଚିହ୍ନ ଠାବ

କେନ୍ଦୁଝର: କେନ୍ଦୁଝର – କରଞ୍ଜିଆ ସୀମାରେ ବାଘ ପାଦ ଚିହ୍ନ  ଠାବ ହୋଇଛି । କେନ୍ଦୁଝର ଜିଲ୍ଲା  ମାଛଗଡରେ   ମହାବଳ ବାଘର ପାଦ ଚିହ୍ନ ଠାବ ହୋଇଛି । ବାଘ ପାଦ ଚିହ୍ନ ଠାବ କଲା  ବନ ବିଭାଗର ପାଟ୍ରୋଲିଂ ଟିମ । ଅଟେଇ ସଂରକ୍ଷିତ  ଜଙ୍ଗଲରେ ପଡିଛି  ମହାବଳ ବାଘର ପାଦ ଚିହ୍ନ ।  ୩୫ ଟି ଟ୍ରାପ କ୍ୟାମେରା ସାହାଯ୍ୟରେ ବାଘକୁ କୋଜୁଛି ବନ ବିଭାଗ । ଏନେଇ କେନ୍ଦୁଝର ଡିଏଫଓ ଏଚଡି ଧନରାଜ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking