28.1 C
Bhubaneswar
Tuesday, February 3, 2026
Homeଓଡିଶାଶିମିଳିପାଳରେ ବାଘ ଗଣନା ଆରମ୍ଭ

ଶିମିଳିପାଳରେ ବାଘ ଗଣନା ଆରମ୍ଭ

ମୟୁରଭଞ୍ଜ: ଶିମିଳିପାଳରେ ବାଘ ଗଣନା । ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା କାର୍ଯ୍ୟ ଆରମ୍ଭ ହୋଇଛିି । ୨ ହଜାର ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ବାଘ ଗଣନା ପାଇଁ କ୍ୟାମେରା ଲଗାଯାଇଛି । ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଯିବା ଆସିବା କରୁଥିବା ରାସ୍ତାରେ ଏହି କ୍ୟାମେରାକୁ ଲଗାଯାଉ ଥିବା ବେଳେ ପାଖାପାଖି ୭ ଶହରୁ ଅଧିକ କ୍ୟାମେରାକୁ ବିଭିନ୍ନ ପର୍ଯ୍ୟାୟରେ ୧୩ ଶହଟି ସ୍ଥାନରେ ଲଗାଯାଇଛି । ଏସବୁ କ୍ୟାମେରା ସାମ୍ନାରେ ବାଘ କିମ୍ବା ଅନ୍ୟ ଯେକୌଣସି ଜନ୍ତୁ ପାର ହେବା ପରେ ଏହି କ୍ୟାମେରାରେ ଫଟୋ ଉଠିବ । ବାଘଙ୍କ ଫଟୋକୁ ଏନଟିସିଏକୁ ହସ୍ତାନ୍ତର କରାଯିବା ପରେ ଏହି ଫଟୋକୁ ବିଶ୍ଲେଷଣ ଏବଂ ସମୀକ୍ଷା କରି ବାଘଙ୍କର ପ୍ରକୃତ ତଥ୍ୟ ଣାପଡିବ । ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ କିଭଳି ବନ କର୍ମଚାରୀମାନେ ବାଘ ଗଣନା ପାଇଁ କ୍ୟାମେରା ଲଗାଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking