18.1 C
Bhubaneswar
Thursday, February 5, 2026
Homeଓଡିଶାଡିସେମ୍ବର ୫ରେ ବାରବାଟୀରେ ଟିକେଟ ବିକ୍ରି

ଡିସେମ୍ବର ୫ରେ ବାରବାଟୀରେ ଟିକେଟ ବିକ୍ରି

କଟକ: ବାରବାଟୀ  ମ୍ୟାଚ ପାଇଁ ଡିସେମ୍ବର  ୫ରେ ଟିକେଟ ବିକ୍ରି । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ  ସଞ୍ଜୟ ବେହେରା । ଷ୍ଟାଡିୟମରେ ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ । ଡିସେମ୍ବର ୧ ତାରିଖରେ ଅନଲାଇନରେ ମିଳିବ ଟିକେଟ । ଡିସେମ୍ବର ୩ରେ ୪ରେ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ ଦିଆଯିବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ  ବୈଠକରେ ନିଷ୍ପତ୍ତି  ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking