26.1 C
Bhubaneswar
Sunday, March 23, 2025
Homeଓଡିଶା୫ ଜିଲ୍ଲାରେ ଘଡଘଡି ସହ ବର୍ଷା

୫ ଜିଲ୍ଲାରେ ଘଡଘଡି ସହ ବର୍ଷା

ଭୁବନେଶ୍ୱର : ୫ ଜିଲ୍ଲାରେ ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । କୋରାପୁଟ, ଗଞ୍ଜାମ , କନ୍ଧମାଳ , ନୂଆପଡା , ରାୟଗଡାରେ ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି ।  ଘଡଘଡି ସହିତ କିଛି ସ୍ଥାନରେ କୁଆପଥର ର ବର୍ଷା ସମ୍ଭାବନା ରହିଛି ।  ଅନ୍ୟପଟେ
ଆଜି ଦିନ ସାଢ଼େ ୧୧ଟା ୩୦ ସୁଦ୍ଧା ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ରେକର୍ଡ । ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ ହୋଇଛି। । ସେହିପରି ଝାରସୁଗୁଡ଼ାରେ ୩୯ ଦଶମିକ ୮ ଡିଗ୍ରୀ, ସମ୍ଵଲପୁରରେ ୩୯ ଦଶମିକ ୭ ଡିଗ୍ରୀ, ହୀରାକୁଦରେ ୩୯ ଦଶମିକ ୧ ଡିଗ୍ରୀ, ଭବାନୀପାଟଣାରେ ୩୮ ଦଶମିକ ୫ ଡିଗ୍ରୀ, ଟିଟିଲାଗଡ଼ରେ ୩୯ ଡିଗ୍ରୀ, ରାଉରକେଲାରେ ୩୭ ଦଶମିକ ୮ ଡିଗ୍ରୀ, ଭୁବନେଶ୍ଵରରେ ୩୪ ଦଶମିକ ୬ ଡିଗ୍ରୀ, କେନ୍ଦୁଝରରେ ୩୨ ଦଶମିକ ୧ ଡିଗ୍ରୀ ରେକର୍ଡ କରାଯାଇଛି । ୨୦ ତାରିଖ ବେଳକୁ କମିବ ତାପମାତ୍ରା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking