28.1 C
Bhubaneswar
Saturday, October 5, 2024
Homeଓଡିଶାବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ

ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ

ଜୁନାଗଡ : ଜୁନାଗଡ ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ । ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡି ଉପରକୁ ହେଲା ଅଣ୍ଡାମାଡ । ଗୋଲାମୁଣ୍ଡାର ସର୍ବମଙ୍ଗଳା କଲେଜ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । କଳା ପତାକା ଦେଖାଇ ଗାଡିକୁ ଅମାଡାମାଡ କଲେ କିଛି ଯୁବକ । ତେବେ କିଏ ଓ କାହିଁକି ଅଣ୍ଡାମାଡ କରିଛି, ସ୍ପଷ୍ଟ ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking