28.1 C
Bhubaneswar
Tuesday, March 31, 2026
Homeଓଡିଶାଓଡ଼ିଶାରୁ ଫେରିଲେ ରାଷ୍ଟ୍ରପତି

ଓଡ଼ିଶାରୁ ଫେରିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶାରୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜଭବନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦର ଅଭିମୁଖେ ବାହାରିଛନ୍ତି  ରାଷ୍ଟ୍ରପତି। ୨ ଦିନିଆ ଗସ୍ତ ସାରି ଓଡିଶାରୁ ଫେରିଛନ୍ତିି ଦ୍ରୌପଦୀ ମୁର୍ମୁ । ସୂଚନାଥାଉକି,  ଆସନ୍ତାକାଲି ଭୁବନେଶ୍ୱର ଆସି ବିଧାନ ସଭାକୁ ସମ୍ବୋଧନ କରିବା ସହ ଜନପ୍ରତିନିଧିକୁ  ଆଚରଣ ଉଚ୍ଚାରଣର ସଂଯମତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥି ସହିତ ସମସ୍ତଙ୍କ ସହ ଗ୍ରୁପ ଫଟୋ ଉଠାଇଥିଲେ। ୧୧ ନଂ ପ୍ରକୋଷ୍ଠକୁ ଯାଇ ବୁଲି ଦେଖିଥିଲେ । ରାଜଭବନରେ ରାତ୍ରିଯାପନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ପ୍ରଥମ ଥର କରି ବିଧାନ ସଭାକୁ ଆସି ସମ୍ବୋଧନ କରିବା ଏହା ଏକ ଐତିହାସିକ ଓ  ସ୍ମରଣୀୟ ହୋଇ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking