15.1 C
Bhubaneswar
Wednesday, December 10, 2025
Homeଓଡିଶାସଂଘବଦ୍ଧ ଭାବେ ଯୁବକଙ୍କୁ ହତ୍ୟା କଲେ ୩ ଯୁବକ

ସଂଘବଦ୍ଧ ଭାବେ ଯୁବକଙ୍କୁ ହତ୍ୟା କଲେ ୩ ଯୁବକ

ଗଞ୍ଜାମ: ଗଞ୍ଜାମରେ ପୁଣି ଗଡିଲା ମୁଣ୍ଡ । ବେଗୁନିଆପଡା ଥାନା  ବି ନୂଆପଲ୍ଲୀରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା କରାଯାଇଛି ।  ୩ରୁ ଅଧିକ ଯୁବକ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ମୃତ ଯୁବକ ଜଣଙ୍କ ହେଲେ  ନିରାକାର ଦାସ । ଘଟଣାସ୍ଥଳରେ ପୋଲିସ ସାଇଣ୍ଟିଫିକ ଟିମ ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି ।  ଘଟଣାପରେ ବେଗୁନିଆ ପଡା ପୋଲିସ  ଶବ ଜବତ କରି  ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।  ସେପଟେ ପରିବାର ଲେକେ ବେଗୁନିଆପଡା ଥାନାରେ ଏତଲା ଦେଇଛନ୍ତି ।  ପୋଲିସ ଘଟଣାରେ ୪ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି ।  ପୂର୍ୱ ଶତ୍ରୁତାତୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking