18.1 C
Bhubaneswar
Monday, December 22, 2025
Homeଓଡିଶାମାଛ ଧରୁଥିବା ବେଳେ ଭାସିଗଲେ ୩ ଯୁବକ

ମାଛ ଧରୁଥିବା ବେଳେ ଭାସିଗଲେ ୩ ଯୁବକ

ମହାକାଳପଡା: ମାଛ ଧରୁଥିବା ବେଳେ ଭାସିଗଲେ ୩ ଯୁବକ । ଖରିନାସୀ ଗାଁ ଗୋବରୀ ନଦୀରେ ମାଛ ଧରିବା ବେଳେ ଭାସିଗଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ୨ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ । ନିଖୋଜ ଯୁବକଙ୍କୁ ସନ୍ଧାନ କରୁଛି ଅଗ୍ନିଶମ ବାହିନୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking