21.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶପୋଲିସ ଗାଡି ଧକ୍କାରେ ଗୋଟିଏ ପରିବାରର ୩ ମୃତ

ପୋଲିସ ଗାଡି ଧକ୍କାରେ ଗୋଟିଏ ପରିବାରର ୩ ମୃତ

ତାମିଲନାଡୁ: ତାମିଲନାଡୁର ଶିବଗଙ୍ଗାରେ ଏକ ଦ୍ରୁତଗାମୀ ପୋଲିସ ଗାଡ଼ି ଏକ ଦୁଇ ଚକିଆ ଗାଡ଼ିକୁ ଧକ୍କା ଦେଇଛି। ଏହି ଘଟଣାରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ପ୍ରସାଦ (୨୫), ତାଙ୍କ ସ୍ତ୍ରୀ ସତ୍ୟ (୨୦) ଏବଂ ପୁଅ ଅଶ୍ୱିନ (୨)। ସୂଚନାରୁ ପ୍ରକାଶ, ମଙ୍ଗଳବାର ଦିନ ଶିବଗଙ୍ଗା ଜିଲ୍ଲାରେ ପୋଲିସ ଗାଡ଼ି ସହିତ ଦୁଇ ଚକିଆ ଗାଡ଼ି ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ପରିବାରଟି ଅନଞ୍ଜିୟୁରରୁ ଜଣେ ସମ୍ପର୍କୀୟ ସୋନାଇ ଐସ୍ୱରୀ (୨୫)ଙ୍କୁ ଆଣିବା ପରେ ନିଜ ଗାଁକୁ ଫେରୁଥିଲା ବେଳେ ସାକୁଡି ନିକଟରେ ଦୁର୍ଘଟଣା ଘଟିଥିଲା। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking