26.1 C
Bhubaneswar
Wednesday, February 4, 2026
Homeଓଡିଶାବଜ୍ରାଘାତରେ ୩ ମୃତ

ବଜ୍ରାଘାତରେ ୩ ମୃତ

ନୀଳଗିରି: ନୀଳଗିରିରୁ ଏକ ହୃଦୟବିଦାରକ ଘଟଣା ସମ୍ନାକୁ ଆସିଛି । ବଜ୍ରାଘାତରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । କେନାଲ କାମ କରୁଥିବାବେଳେ ଟଳିପଡିଲେ ଶ୍ରମିକ । ମୃକଙ୍କ ମଧ୍ୟରେ ୨ ଜଣ ମହିଳା, ଜଣେ ଜେସିବି ଅପରେଟର ଥିଲେ । ବ୍ରହ୍ମପୁର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking