21.1 C
Bhubaneswar
Wednesday, February 11, 2026
Homeଓଡିଶାଆଇଇଡି ବିସ୍ଫୋରଣରେ ନାବାଳକ ସମେତ ୩ ଆହତ

ଆଇଇଡି ବିସ୍ଫୋରଣରେ ନାବାଳକ ସମେତ ୩ ଆହତ

ବିଜାପୁର: ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଏକ ଆଇଇଡି ବିସ୍ଫୋରଣରେ ଜଣେ ବାଳକ ସମେତ ତିନି ଜଣ ଆହତ ହୋଇଛନ୍ତି । ଘଟଣାଟି ସକାଳ ୯ଟାରେ ହୋଇଥିଲା । ଆଇଡି ବିସ୍ପୋରଣରେ ସେମାନଙ୍କ ମୁହଁକୁ ଗଭୀର ଆଘାତ ଲାଗିଛି । ଘଟଣା ବିଷୟରେ ଜାଣିବା ପରେ କର୍ତ୍ତୁପକ୍ଷ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନେଇଥିଲେ । ବିଜାପୁର ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଅଞ୍ଚଳର ଆଭ୍ୟନ୍ତରୀଣ ପକେଟରେ ପାଟ୍ରୋଲିଂ ସମୟରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀମାନେ ପ୍ରାୟତଃ ରାସ୍ତା, ମାଟି ରାସ୍ତାରେ ଏବଂ ଜଙ୍ଗଲରେ IED ବିସ୍ଫୋରକ ବିଛାଇଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking