30.1 C
Bhubaneswar
Tuesday, February 10, 2026
Homeଓଡିଶାଦନ୍ତା ଆକ୍ରମଣରେ ୩ ମୃତ, ୩ ଗୁରୁତର

ଦନ୍ତା ଆକ୍ରମଣରେ ୩ ମୃତ, ୩ ଗୁରୁତର

ଢେଙ୍କାନାଳ: ଦନ୍ତା ଆକ୍ରମଣରେ ୩ ମୃତ, ୩ ଗୁରୁତର । ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ପାଟକୁରା ଗ୍ରାମ୍ୟ ଜଙ୍ଗଲରେ ଦନ୍ତା ଆକ୍ରମଣର ଶିକାର ହୋଇଛନ୍ତି ଲୋଚାପାଲି ଗାଁ ଲୋକେ । ସ୍ଥାନୀୟ ଲୋଚାପାଲି ଗାଁ ଲୋକେ କାଠ ସଂଗ୍ରହ ବେଳେ ଆକ୍ରମଣ କରିଥିବା ସୂଚନା ମିଳିଛି । ପରେ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ୩ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିବା ବେଳେ ଆଉ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କହିଛନ୍ତି । ମୃତକଙ୍କ ପରିବାର ଲୋକେ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ହାତୀ ଉପଦ୍ରବ ନେଇ ସ୍ଥାନୀୟ ବାସୀ ଚିନ୍ତା ପ୍ରକାଶ କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking