27.1 C
Bhubaneswar
Wednesday, July 9, 2025
Homeଓଡିଶାମାଟି ତଳେ ଚାପି ହୋଇ ୩ ମୃତ

ମାଟି ତଳେ ଚାପି ହୋଇ ୩ ମୃତ

କେନ୍ଦୁଝର: ମଙ୍ଗଳବାର ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାରେ ଭୁସ୍ଖଳନରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଯୋଡା ଥାନା ସୀମା ଅନ୍ତର୍ଗତ ବିଛାକୁଣ୍ଡି ଅଞ୍ଚଳର ଦଳାପାହାଡ ନିକଟରେ ଘଟିଛି । ମୃତକମାନେ ହେଲେ ସାଣ୍ଡିପ ମୁର୍ଟି, ଗୁରୁ ଚମ୍ପିଆ, ଏବଂ ବିଚକୁଣ୍ଡି ଅଞ୍ଚଳର କାଣ୍ଡେ ମୁଣ୍ଡା ବୋଲି ଜଣାପଡିଛି । ସୂଚନା ଅନୁସାରେ ବୈତରଣୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାଙ୍ଗାନିଜ ଖଣି ଚାଲୁଥିବା ବେଳେ ଭୁସ୍ଖଳନ ଘଟିଥିଲା । ଗତକାଲି ଖଣିବନ୍ଧ ଭୁଷୁଡିବା ଫଳରେ ଘଟଣାସ୍ଥଳରେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉଦ୍ଧାର କାଯ୍ୟ ଝଆରି ରହିଛି । ୬ ଘଣ୍ଟାର ଉଦ୍ଧାର କାଯ୍ୟ ପରେ ଅତି କମରେ ତିନୋଟି ମୃତଦେହ ଉଦ୍ଧାର କରାଯାଇଥିଲା । ଘଟମା ପରେ ପୋଲିସ ଏବଂ ବନ ବିଭାଗର ଅଧିକାରୀମାନେ ଘଟମାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking