19.1 C
Bhubaneswar
Saturday, February 7, 2026
Homeଓଡିଶାପୋପଙ୍କ ପାଇଁ ରାଜ୍ୟରେ ୩ ଦିନିଆ ଶୋକ

ପୋପଙ୍କ ପାଇଁ ରାଜ୍ୟରେ ୩ ଦିନିଆ ଶୋକ

ଭୁବନେଶ୍ୱର: ପୋପ ଫ୍ରାନସିସଙ୍କ ବିୟୋଗରେ ରାଜ୍ୟ ପାଳିକା  ୩ ଦିନିଆ  ଶୋକ ଦିବସ ପାଳିବେ । ଆଜି ଓ ଆସନ୍ତାକାଲି ଶୋକ ଦିବସ ପାଳିବେ ରାଜ୍ୟ ସରକାର ।   ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ପାଳନ ହେବ ଶୋକ ଦିବସ । ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କ ଆସନ୍ତାକାଲି ପରଲୋକ ହୋଇଛି । ନିମୋନିଆରେ ପୀଡିତ ହୋଇ ସେ ଚିକିତ୍ସାଧୀନ ହେଉଥିଲେ । ହେଲେ ତାଙ୍କର ମୃତ୍ୟୁ ହୋଇଛି ।  ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ ଆମେରୀକିୟ ନେତା ଥିଲେ । ତାଙ୍କ ପୂର୍ୱବର୍ତ୍ତୀ  ବେନେଡିକ୍ଟ  ଷୋଡଶଙ୍କ ଇସ୍ତଫା ପରେ ୨୦୧୩ରେ ପୋପ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking