16.1 C
Bhubaneswar
Monday, February 9, 2026
Homeଓଡିଶା୩ ଦୋଷୀଙ୍କୁ ଆଜୀବନ ସଜା

୩ ଦୋଷୀଙ୍କୁ ଆଜୀବନ ସଜା

ବଲାଙ୍ଗିର : ବଲାଙ୍ଗୀର ହତ୍ୟା ମାମଲାରେ ୩ ଦୋଷୀଙ୍କୁ ଆଜିବନ ସଜା ମିଳିଛି । ୨୦୨୨ରେ ସଦର ଥାନା ସଦେଇପାଲିରେ ହତ୍ୟା ମାମଲାରେ ସଜା ମିଳିଛି । ଆଜୀବନ ସଜା ମିଳିଥିବା ୩ ଜଣ ଅଭିଯୁକ୍ତ ହେଲେ ସଞ୍ଜୀବ ମୁଗ୍ରି , ବିଶାଳ ସୁନା , ଶିବା ନାଗକୁ ଆଜୀବନ ସଜା ମିଳିଛି । ଏହାକୁ ବିଚାର କରି ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking