26.1 C
Bhubaneswar
Saturday, November 30, 2024
Homeଓଡିଶାପନ୍ନୁ ନାଁରେ ଓଡିଆ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ

ପନ୍ନୁ ନାଁରେ ଓଡିଆ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ

ଭୁବନେଶ୍ୱର: ଓଡିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ପନ୍ନୁ ନାଁରେ ଧମକପୂର୍ଣ୍ଣ ଇମେଲ ଆସିଛି । ମେଲରେ ରହିଛି ଡିଜିପି ସମ୍ମିଳନୀ ପନ୍ନୁ ଚେତାବନୀ ଅଡିଓ ଭାଇରାଲ ହୋଇଛି ।  ଖଲିସ୍ତାନୀ ପତାକା ଉଡାଇଲେ ୨୫ ଲକ୍ଷ ପୁରସ୍କାର ଉଲ୍ଲେଖ ହୋଇଛି । ଏସବୁ   ପୋଲିସ କମିଶନରଙକ୍‌ୁ ଜଣାଇଛି କହିଲେ ସାମ୍ବାଦିକ ଅକ୍ଷୟ ସାହୁ । କିଛି ସମୟ ଭିତରେ ଏନେଇ ଥାନାରେ ଏତଲା କରିବି କହିଲେ ପୋଲିସ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ସିଧା ସଳଖ ଭାବରେ ଥ୍ରେଟ  ପନ୍ନୁ ତରଫରୁ ଦିଆଯାଇଛି । ୧ ଡିସେମ୍ବରରେ ସେ  ବିମାନବନ୍ଦରରେ କିଛି ପ୍ରକାର  ଆତଜାତ ନହୁଏ ଏବଂ ଟାର୍ଗେଟ ଯେହେତୁ ଡିଜିପି ସମ୍ମିଳନୀ ଚାଲିଛି ଯେଉଁଥିରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ , ଅମିତ ଶାହ ଏବଂ ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରୁ ଉଡାଣ  ନ ଭରିବାକୁ ଚେତାବନୀ ଦିଆଯାଇଛି । ଅଡିଓ ମେସେଜରେ ଭୁବନେଶ୍ୱର ଏୟାରପୋର୍ଟକୁ ଟାର୍ଗେଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking