26.1 C
Bhubaneswar
Wednesday, April 16, 2025
Homeଦେଶ ବିଦେଶପୁଣିଥରେ ସଲମାନଙ୍କୁ ଧମକ କଲ

ପୁଣିଥରେ ସଲମାନଙ୍କୁ ଧମକ କଲ

ବ୍ୟୁରୋ : ପୁଣିଥରେ ଅଭିନେତା ସଲମାନଙ୍କୁ ମିଳିଛି ଧମକପୂର୍ଣ୍ଣ କଲ । ମଙ୍ଗଳବାର ମୁମ୍ବାଇ ଟ୍ରାଫିକ ପୋଲିସକୁ ଆସିଛି ଏହି କଲ । ଦୁର୍ବୃତ୍ତ ଜଣଙ୍କ ନିଜକୁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର  ଭାଇ ଅନମୋଲ କହି ଧମକ ଦେଇଥିବା ସୂଚନା ମିଳିଛି । ତେବେ ଫୋନ କଲକୁ ନେଇ ଯାଞ୍ଚ କରୁଛି ମୁମ୍ବାଇ ପୋଲିସ  । ଧମକ ଦେଇଥିବା ବ୍ୟକ୍ତି  ସଲମାନଙ୍କୁ ଜୀବନ ବଞ୍ଚାଇବାକୁ  ଦୁଇଟି ବିକଳ୍ପ ଦେଇଛି । ହନୁମାନ ମନ୍ଦିର ଯାଇ କ୍ଷମା ମାଗନ୍ତୁ କିମ୍ବା  ୫କୋଟି ଟଙ୍କା ଦିଅନ୍ତୁ । ଯଦି କଥା ମାନିବେ  ତେବେ ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ହତ୍ୟା କରିବେ ବୋଲି ଧମକ ମିଳିଛି ।  ଏନେଇ କିଛିଦିନ ହେବ ସଲମାନଙ୍କୁ  ସବୁଠି ସୁରକ୍ଷା ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking