26.1 C
Bhubaneswar
Wednesday, March 25, 2026
Homeଓଡିଶାଏଥର ବର୍ଷାରେ ଭିଜିବ ରଥଯାତ୍ରା

ଏଥର ବର୍ଷାରେ ଭିଜିବ ରଥଯାତ୍ରା

ପୁରୀ : ଆଗାମୀ ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଜାରି ରହିବ। ଏହା ଜୁନ ୭ ତାରିଖ ଯାଏଁ ଲାଗି ରହିବ। ଗୋଟିଏ ଦୁଇଟି ସ୍ଥାନରେରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ଯାଏଁ ୧୯୧.୧ ମିଲିମିଟର ବର୍ଷା ରେକର୍ଡ ହେଇଛି। ୨୫ ପତିଶତ ନିଆଣ୍ଟିଆ ବର୍ଷାର ସ୍ଥିତି ରହିଛି। ଦିନକ ପରେ ଆୟୋଜିତ ହେବାକୁ ଥିବା ରଥଯାତ୍ରା ଏଥର ଭିଜିବ। ରଥଯାତ୍ରା ସମୟରେ ପୁରୀରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ପୁରୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ‌ହୋଇପାରେ। ୯୦ପ୍ରତିଶତରୁ ଅଧିକ ଗୁଳୁଗୁଳି ହୋଇପାରେ। ଜୁନ୍‌ ୮ରେ ମଧ୍ୟରେ ପୁରୀରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking