30.1 C
Bhubaneswar
Tuesday, February 3, 2026
Homeଓଡିଶାଏଥର ଧନୁଯାତ୍ରାରେ ନୂଆ କଂସ

ଏଥର ଧନୁଯାତ୍ରାରେ ନୂଆ କଂସ

ବରଗଡ : ଏଥର ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ନୂଆ କଂସ ।ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହେଲା । ୨୦୨୨ରୁ କଂସ ଭୁମିକା ତୁଲାଉଥିବା  ହୃଷିକେଶ ଭୋଇ ହଟିଲେ । ନୂଆ କଂସ ପାଇଁ ଖୁବଶୀଘ୍ର ଚୟନ ପ୍ରକ୍ରିୟା ହେବ କହିଲେ ଜିଲ୍ଲାପାଳ । ୨୦୨୨ରେ ଦ୍ୱିତୀୟରୁ ପଞ୍ଚ ହୋଇଥିବା ଜଣଙ୍କୁ ଚୟନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking