27.2 C
Bhubaneswar
Wednesday, April 9, 2025
Homeଓଡିଶାଏଥର ୭୪ ଲକ୍ଷ ମେଟ୍ରିକ ଟନ ଧାନ କିଣା: ମନ୍ତ୍ରୀ

ଏଥର ୭୪ ଲକ୍ଷ ମେଟ୍ରିକ ଟନ ଧାନ କିଣା: ମନ୍ତ୍ରୀ

ଭୁବନେଶ୍ୱର: ଏଥର ୭୪ ଲକ୍ଷ ମେଟ୍ରିକ ଟନ ଧାନ କିଣା ହୋଇଛି । ଏନେଇ ସୂଚନା ଦେଇଛନ୍ତି  ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗତବର୍ଷ ୫୮ ଲକ୍ଷ  ମେଟ୍ରିକ ଟନ ଧାନ କିଣାଯାଇଥିଲା । ଗତବର୍ଷ ଅପେକ୍ଷା ୧୬ ଲକ୍ଷ ମେଟ୍ରିକ ଟନ ଅଧିକ ସଂଗ୍ରହ ରହିଛି । ୨୩୦୦ ଟଙ୍କା ହିସାବରେ ୧୬,୮୯୯ ଟଙ୍କା ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking