30.1 C
Bhubaneswar
Wednesday, June 4, 2025
Homeଦେଶ ବିଦେଶବିଶ୍ୱର ସବୁଠାରୁ ଭୟଙ୍କର ଏହି ନଦୀ

ବିଶ୍ୱର ସବୁଠାରୁ ଭୟଙ୍କର ଏହି ନଦୀ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଭୟଙ୍କର ନଦୀ । ହେଲିକପ୍ଟରରୁ ନିଆଇଥିବା ଫଟୋରେ ଏକାଧିକ ଆନାକୋଣ୍ଡା ନଦୀରେ ପହଁରୁଥିବାର  ଦେଖାଯାଉଛି ।  ଆମାଜନ ଜଙ୍ଗଲ ମଝିରେ ନିର୍ମିତ ଏକ କେନାଲରେ ବିରାଟକାୟ  ଆନାକୋଣ୍ଡା ସାପ ଘୁରି ବୁଲିବାର ଦେଖାଯାଉଛି ।  ଆଜିକାଲି ସୋସିଆଲ ମିଡିଆରେ  ଏକ  ଭିଡିଓ  ଭାଇରାଲ ହେବାରେ ଲାଗିଛି । ଏହା ସାପ ପ୍ରଜାତିର ସବୁଠାରୁ ବଡ ସାପ ଯିଏ ଦେଖିଲା ତା ନିଦ ହଜିଯିବ । ଏବେ ଏହି ଦୃଶ୍ୟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ତେଣୁ ଲୋକମାନେ ଏହାକୁ  ଆନାକୋଣ୍ଡା ନଦୀ ବୋଲି ନାଁ ଦେଇଛନ୍ତି ।  ଏହି ଭିଡିଓ  ମାତ୍ର ୧୦ ସେକେଣ୍ଡରେ  ୧୩ ହଜାରରୁ ଅଧିକ  ଲୋକ ଦେଖିସାରିଛନ୍ତି । ଏହାକୁ ଦେଖି ୟୁଜର୍ସମାନେ ଭିନ୍ନ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking