22.1 C
Bhubaneswar
Wednesday, December 10, 2025
Homeଓଡିଶାଏ ହେଉଛି ଓଡ଼ିଆ ଅସ୍ମିତା

ଏ ହେଉଛି ଓଡ଼ିଆ ଅସ୍ମିତା

ଭୁବନେଶ୍ୱର: ଆଜିଠାରୁ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ । ଭୁବନେଶ୍ୱରରେ ୨୯ ଓ ୩୦ ଦୁଇ ଦିନ ଧରି ଚାଲିବ ଏହି ଜାତୀୟ ସମ୍ମିଳନୀ । ଏହି ସମ୍ମିଳନୀରେ ବହୁ ନେତା ଓ ମନ୍ତ୍ରୀ ଯୋଗ ଦେଇ ଲୋକସଭା ବାଚସ୍ପତିଙ୍କୁ ଉତ୍ତରୀୟ କାନ୍ଧରେ ପକାଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତରୀୟକୁ କାନ୍ଧରେ ନପକାଇ ଓମ ବିର୍ଲାଙ୍କ ହାତକୁ ବଢାଇଥିଲେ । ଏହି ଦୃଶ୍ୟ ଏବେ ରାଜନିତୀ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବୟସ ଓ ସମ୍ମାନ ଦୃଷ୍ଟିରୁ କାନ୍ଧରେ ନପକାଇ ହାତରେ ଦେଲେ । ଏକ’ଣ ଓଡିଆ ଅସ୍ମିତାର ପ୍ରତୀକ !

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking