31.1 C
Bhubaneswar
Tuesday, March 31, 2026
Homeଓଡିଶାଥାନାରେ ଥାର୍ଡ ଡିଗ୍ରୀ: ଯୁବକ ମୃତ

ଥାନାରେ ଥାର୍ଡ ଡିଗ୍ରୀ: ଯୁବକ ମୃତ

କଟକ: ଚୌଦ୍ୱାର ଜେଲ୍‌ରେ କଏଦୀର ମୃତ୍ୟୁ ହୋଇଥିବା ନେଇ ମିଳିଛି ଏକ ଦୁଃଖଦ ଖବର। ଚୌଦ୍ୱାର ଥାନାରେ ଅଟକ ଅଭିଯୁକ୍ତର ମୃତ୍ୟୁ ହୋଇଛି। ଏସସିବି ମେଡିକାଲ୍ ସ୍ଥାନାନ୍ତର ପରେ ମୃତ ଘୋଷଣା କଲେ ଡାକ୍ତର। ଥାନା ଭିତରେ ମାଡ଼ ମରାଯାଇଥିବା ସ୍ତ୍ରୀ ଓ ଭାଇଙ୍କ ଅଭିଯୋଗ। ପୋଲିସ୍‌ର ମାଡ଼ ସହି ନପାରି ଭାଇ ଆତ୍ମହତ୍ୟା କରିଛି କହିଲେ ସାନ ଭାଇ। ପୋଲିସ ଗୋଟିଏ ଘର ଭିତରେ ପାଇପ୍‌ରେ ବାଡ଼େଇବା ଦେଖିଛି କହିଲେ। ଗାଡ଼ି ଚୋରି ମାମଲାରେ ଥାନାରେ ଅଟକ ରଖିଥିଲା ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking